Indus Valley Times

ରାଜଧାନୀ ଭୁବନେଶ୍ୱରରୁ ୨୫ ଲକ୍ଷ ଟଙ୍କାର ଅଫିମ ଜବତ

 Breaking News

ରାଜଧାନୀ ଭୁବନେଶ୍ୱରରୁ ୨୫ ଲକ୍ଷ ଟଙ୍କାର ଅଫିମ ଜବତ

August 13
19:14 2021

ଭୁବନେଶ୍ୱର, ୧୩/୮: ରାଜଧାନୀରେ ଲଗାତର ଭାବେ ବିଭିନ୍ନ ସମୟରେ ଧଳା ଜହର ଜବତ ହେଉଛି । ଏହାମଧ୍ୟରେ ଶୁକ୍ରବାର ଭୁବନେଶ୍ୱରରୁ ୨୫ ଲକ୍ଷ ଟଙ୍କାର ଅଫିମ ଜବତ କରାଯାଇଛି ।
ନାରକୋଟିକ କଣ୍ଟ୍ରୋଲ ବ୍ୟୁରୋ କୋଳଥିଆରୁ ଏହି ସବୁ ଅଫିମକୁ ଜବତ କରିଛି । ଏହାସହ ୩ ଜଣଙ୍କୁ ଗିରଫ ମଧ୍ୟ କରିଛି । ଜବତ ଅଫିମର ପରିମାଣ ୨୦ କେଜି ହେବ ବୋଲି ଜଣା ପଡିଛି ।
ସବୁଠାରୁ ବଡ କଥା ହେଲା ଯେ, ଏହି ସବୁ ଅଫିମକୁ ୧୬ ଚକିଆ କଣ୍ଟେନରରେ ହରିୟାଣା ଚୋରା ଚାଲାଣ କରାଯାଉଥିବା ବେଳେ ପୋଲିସ ଧରି ପକାଇଥିଲା । ଗିରଫ ଅଭିଯୁକ୍ତମାନେ ଉତ୍ତର ପ୍ରଦେଶର ବୋଲି ଜଣାପଡିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031