Indus Valley Times

ରାଜ୍ୟରେ ଆଉ ୧୪୭୪ କରୋନା ଆକ୍ରାନ୍ତ ଚିହ୍ନଟ, ୧୨ ମୃତ

 Breaking News

ରାଜ୍ୟରେ ଆଉ ୧୪୭୪ କରୋନା ଆକ୍ରାନ୍ତ ଚିହ୍ନଟ, ୧୨ ମୃତ

ରାଜ୍ୟରେ ଆଉ ୧୪୭୪ କରୋନା ଆକ୍ରାନ୍ତ ଚିହ୍ନଟ, ୧୨ ମୃତ
November 04
14:47 2020

ଭୁବନେଶ୍ବର,୪/୧୧: ରାଜ୍ୟରେ ବୁଧବାର ଦିନ ୧୪୭୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୫୫ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୬୧୯ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୫ ହଜାର ୮୮୯ ଥିବା ବେଳେ ସୁସ୍ଥ ହୋଇ ସାରିଲେଣି ୨ ଲକ୍ଷ ୮୦ ହଜାର ୫୫୩ ଜଣ। ଏବେ ସକ୍ରିୟ ଅଛନ୍ତି ୧୩ ହଜାର୯୧୯ ଜଣ ଆକ୍ରାନ୍ତ।
ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଆଜି ଅନୁଗୁଳରୁ ୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୭୮, ବରଗଡ଼ରୁ ୬୮, ଭଦ୍ରକରୁ ୧୯, ବଲାଙ୍ଗୀରରୁ ୮୯, ବୌଦ୍ଧରୁ ୫, କଟକରୁ ୧୨୦, ଦେବଗଡ଼ରୁ ୭, ଢେଙ୍କାନାଳରୁ ୧୮, ଗଜପତିରୁ ୫, ଗଞ୍ଜାମରୁ ୩୩, ଜଗତ୍ସିଂହପୁରରୁ ୬୮, ଯାଜପୁରରୁ ୩୯, ଝାରସୁଗୁଡ଼ାରୁ ୩୯, କଳାହାଣ୍ଡିରୁ ୩୬, କନ୍ଧମାଳରୁ ୧୯, କେନ୍ଦ୍ରାପଡ଼ାରୁ ୫୬, କେନ୍ଦୁଝରରୁ ୬୯, ଖୋର୍ଦ୍ଧାରୁ ୧୭୫, କୋରାପୁଟରୁ ୨୩, ମାଲକାନଗିରିରୁ ୨୯, ମୟୂରଭଞ୍ଜରୁ ୫୨, ନବରଙ୍ଗପୁରରୁ ୩୦, ନୟାଗଡ଼ରୁ ୨୦, ନୂଆପଡ଼ାରୁ ୪୬, ପୁରୀରୁ ୭୩, ରାୟଗଡ଼ାରୁ ୭, ସମ୍ବଲପୁରରୁ ୩୭, ସୋନପୁରରୁ ୫, ସନ୍ଦରଗଡ଼ରୁ ୧୦୪ ଓ ଷ୍ଟେଟ୍ ପୁଲ୍ରୁ ୩୦ ଜଣ ଚିିହ୍ନଟ ହୋଇଛନ୍ତି।

  • Sambad

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031