Indus Valley Times

ରାଜ୍ୟରେ ଆଉ ୨୬୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ, ସର୍ବାଧିକ ଖୋଦ୍ଧା ଜିଲ୍ଲାରୁ ୪୮୨ଜଣ

 Breaking News

ରାଜ୍ୟରେ ଆଉ ୨୬୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ, ସର୍ବାଧିକ ଖୋଦ୍ଧା ଜିଲ୍ଲାରୁ ୪୮୨ଜଣ

October 09
13:49 2020

ଭୁବନେଶ୍ବର,୯/୧୦: ରାଜ୍ୟରେ ଶୁକ୍ରବାର ଦିନ ୨୬୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୭୬ ଓ ସ୍ଥାନୀୟ ଅଞ୍ଚଳରୁ ୧୧୨୧ ଆକ୍ରାନ୍ତ ଅଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୪୬ ହଜାର ୮୩୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୨୩୪, ଅନୁଗୁଳରୁ ୧୦୭, ବାଲେଶ୍ବରରୁ ୧୧୫, ବରଗଡ଼ରୁ ୮୬, ଭଦ୍ରକ ୬୬, ବଲାଙ୍ଗୀର ୬୨, ବୌଦ୍ଧ ୩୧, ଦେଓଗଡ଼ ୧୫, ଢ଼େଙ୍ଗାନାଳ ୪୫, ଗଜପତି ୮, ଗଞ୍ଜାମ ୪୫, ଜଗତସସିଂହପୁର ୬୫, ଯାଜପୁର ୧୧୮, ଝାରସୁଗୁଡ଼ା, ୭୭, କଳାହାଣ୍ଡି ୪୫, କନ୍ଧମାଳ ୩୪, କେନ୍ଦ୍ରାପଡ଼ାରୁ ୬୯, କେନ୍ଦୁଝରରୁ ୭୫, କୋରାପୁଟର ୪୫, ମାଲକାନାଗିରିରୁ ୪୦, ମୟୁରଭଞ୍ଜରୁ ୧୩୪, ନବରଙ୍ଗପୁରରୁ ୫୧, ନୟାଗଡ଼ରୁ ୩୮, ନୂଆପଡ଼ାରୁ ୧୫୩, ପୁରୀରୁ ୬୪, ରାୟଗଡ଼ାରୁ ୩, ସମ୍ବଲପୁରରୁ ୧୦୭, ସୋନପୁରରୁ ୬୯ ଏବଂ ସୁନ୍ଦରଗଡ଼ରୁ ୧୨୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ହାଛଡ଼ା ଷ୍ଟେଟ୍ ପୁଲରୁ ୯୪ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031