Indus Valley Times

ରାଜ୍ୟରେ ପୁଣି ୬ ଜଣ ଙ୍କ ର ମୁଣ୍ଡ ନେଲା କରୋନା

 Breaking News

ରାଜ୍ୟରେ ପୁଣି ୬ ଜଣ ଙ୍କ ର ମୁଣ୍ଡ ନେଲା କରୋନା

July 20
11:59 2020

ଭୁବନେଶ୍ୱର ୨୦।୭: ରାଜ୍ୟରେ ପୁଣି ୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୭ କୁ ବୃଦ୍ଧି ପାଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟ୍ବିଟ୍ ସୂଚନା ଦିଆଯାଇଛି।
ମୃତକଙ୍କ ମଧ୍ୟରୁ ଗଞ୍ଜାର ଜିଲ୍ଲାରୁ ୫ ଜଣ ସଂକ୍ରମିତ ଥିବା ବେଳେ ଗଜପତି ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୭ କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ଜଣେ ୭୦ବର୍ଷୀୟ ବୃଦ୍ଧ, ୪୦ବର୍ଷୀୟ ପୁରୁଷ, ୪୨ ବର୍ଷାୟୀ ପୁରୁଷ, ୫୪ବର୍ଷୀୟ ପୁରୁଷ ଓ ୫୨ବର୍ଷୀୟ ପୁରୁଷ ରହିଥିବା ବେଳେ ଗଜପତି ଜିଲ୍ଲାରୁ ଜଣେ ୫୫ବର୍ଷୀୟ ମହିଳା ରହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031