Indus Valley Times

ରାହୁଲ ଗାନ୍ଧୀଙ୍କ କାରର ଡ୍ରାଇଭର୍ ସାଜିଲେ ତେଜସ୍ବୀ ଯାଦବ

 Breaking News

ରାହୁଲ ଗାନ୍ଧୀଙ୍କ କାରର ଡ୍ରାଇଭର୍ ସାଜିଲେ ତେଜସ୍ବୀ ଯାଦବ

ରାହୁଲ ଗାନ୍ଧୀଙ୍କ କାରର ଡ୍ରାଇଭର୍ ସାଜିଲେ ତେଜସ୍ବୀ ଯାଦବ
February 16
11:38 2024

ନୂଆଦିଲ୍ଲୀ,୧୬/୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ବର୍ତ୍ତମାନ ବିହାରର ସାସାରାମରେ ପହଞ୍ଚିଛି।
ସାସାରାମରେ ଚାଲିଥିବା ‘ଭାରତ ଯୋଡ଼ୋ ନ୍ୟାସ ଯାତ୍ରା’ ସମୟରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସହ ଏହି ଯାତ୍ରାରେ ଯୋଗ ଦେଇଥିଲେ। ଏହି ସମୟ ମଧ୍ୟରେ ତେଜସ୍ୱୀ ଯାଦବଙ୍କୁ ରାହୁଲ ଗାନ୍ଧୀଙ୍କ ‘ସାରଥୀ’ ରୂପେ ଦେଖିବାକୁ ମିଳିଛି।
ଭାଇରାଲ୍ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ତେଜସ୍ୱୀ ଯାଦବ କାର ଚଳାଉଥିଲେ ଏବଂ ରାହୁଲ ଗାନ୍ଧୀ ତାଙ୍କ ପାଖ ସିଟରେ ବସିଛନ୍ତି। ରାହୁଲ ଗାନ୍ଧୀ ସାସାରାମରେ ଥିବା ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ସମୟରେ ଚାଷୀଙ୍କ ସହ କଥାବାର୍ତ୍ତା କରିଥିଲେ। କୃଷକମାନେ ଆଜି ଭରତ ବନ୍ଦ ପାଇଁ ଆହ୍ବାନ ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031