Indus Valley Times

ଲାଞ୍ଚନେବା ଅଭିଯୋଗରେ ରାୟଗଡ଼ାର ଅବକାରୀ ଅଧୀକ୍ଷକଙ୍କୁ ଚାକିରୀରୁ ନିଲମ୍ବିତ

 Breaking News

ଲାଞ୍ଚନେବା ଅଭିଯୋଗରେ ରାୟଗଡ଼ାର ଅବକାରୀ ଅଧୀକ୍ଷକଙ୍କୁ ଚାକିରୀରୁ ନିଲମ୍ବିତ

ଲାଞ୍ଚନେବା ଅଭିଯୋଗରେ ରାୟଗଡ଼ାର ଅବକାରୀ ଅଧୀକ୍ଷକଙ୍କୁ ଚାକିରୀରୁ ନିଲମ୍ବିତ
September 01
12:20 2021

ରାୟଗଡ଼ା, ୧/୯: ମଦ ବ୍ୟବସାୟୀଙ୍କୁ ଲାଞ୍ଚ ମାଗିବା ଅଭିଯୋଗରେ ଅବକାରୀ ଅଧୀକ୍ଷକ ନିଲମ୍ବିତ । ରାୟଗଡା ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରସନ୍ନ କୁମାର ନାୟକଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି ।
ରାୟଗଡା ଜିଲ୍ଲା ଗୁଣୁପୁର ସହରରେ ଥିବା ଏକ ଲଜରେ ମଦ ବ୍ୟବସାୟୀଙ୍କ ମ୍ୟାନେଜରଙ୍କୁ ଲାଞ୍ଚ ମାଗିବାର ଭିଡିଓ ଭାଇରାଲ୍ ହୋଇଥିଲା । ଏଭଳି ଅଭିଯୋଗରେ ପୂର୍ବରୁ ୨ ଜଣ ଅବକାରୀ କନେଷ୍ଟବଳ ଚାକିରୀରୁ ସସପେଣ୍ଡ ହୋଇଥିଲେ ।
ସେପଟେ ନିଲମ୍ବିତ କନେଷ୍ଟବଳଙ୍କ ସ୍ତ୍ରୀ ପ୍ରଜ୍ଞା ପରମିତା ଗରାବଡୁ ଅଧୀକ୍ଷକଙ୍କ ସମେତ ଜିଲ୍ଲାର ଜଣେ ପ୍ରତିଷ୍ଠିତ ମଦ ବ୍ୟବସାୟୀ ହରି ମହାନ୍ତି ଅବକାରୀ ବିଭାଗରେ ସବୁ ଅନିୟମିତତା ଦୁର୍ନୀତି ବେଆଇନ ଗଞ୍ଜେଇ ଚାଲାଣ ଓ ହତ୍ୟା ଷଡଯନ୍ତ୍ରର ମୁଖ୍ୟ ବୋଲି ଅଭିଯୋଗ ଆଣିଥିଲେ। ଏହି ଘଟଣାରେ ସେ ରାଜନୈତିକ ସଂପୃକ୍ତି କଥା କହି ମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ଅଭିଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031