Indus Valley Times

ଶୌଚ ପାଇଁ ଯାଇଥିଲେ ମହିଳା, ହାତୀ ହାବୁଡରେ ପଡି ଚାଲିଗଲା ଜୀବନ

 Breaking News

ଶୌଚ ପାଇଁ ଯାଇଥିଲେ ମହିଳା, ହାତୀ ହାବୁଡରେ ପଡି ଚାଲିଗଲା ଜୀବନ

ଶୌଚ ପାଇଁ ଯାଇଥିଲେ ମହିଳା, ହାତୀ ହାବୁଡରେ ପଡି ଚାଲିଗଲା ଜୀବନ
June 25
10:39 2024

ନୀଳଗିରି, ୨୫/୬: ଶୌଚ କରିବାକୁ ଆସି ଗଲା ଜୀବନ। ୬୧ ବର୍ଷୀୟ ବୃଦ୍ଧାଙ୍କୁ ଶୁଣ୍ଢରେ କଚାଡ଼ି ମାରିଲା କୁଳଡିହା ହାତୀ। ବିଳମ୍ବିତ ରାତିରେ ହାତୀ ଉପଦ୍ରବ। ନୀଳଗିରି ଥାନା ଅଧୀନ ସନ୍ତରଗଡିଆ ପଞ୍ଚାୟତ ଶ୍ରୀଦେଇପୁର ଗ୍ରାମରେ ଘଟିଛି ଏଭଳି ଘଟଣା। ମୃତକ ଜଣକ ଉକ୍ତ ଗ୍ରାମର ପୁର୍ଣ୍ଣଚନ୍ଦ୍ର ଦେହୁରୀଙ୍କ ସ୍ତ୍ରୀ ପୁଣ୍ଟି ଦେହୁରୀ ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ ଭୋର ସମୟରେ ପୁଣ୍ଟି ପରିସ୍ରା ପାଇଁ ଘର ବାହାରକୁ ଆସିଥିବା ବେଳେ ହଠାତ ଏକ କୁଳଡିହା ହାତୀ ତାଙ୍କୁ ପଛପଟୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା।ପରେ ପରିବାର ଲୋକେ ହାତୀର ଗର୍ଜନ ଶୁଣି ବାହାରକୁ ଆସି ପୁଣ୍ଟିଙ୍କୁ ଅଚେତ ପାଇ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930