Indus Valley Times

ସବୁ ଏସଏଚଜି ମହିଳାଙ୍କୁ ୟୁନିଫର୍ମ ପାଇଁ ମିଳିବ ହଜାରେ ଟଙ୍କା, ଖର୍ଚ୍ଚ ହେବ ୭୩୦କୋଟି

 Breaking News

ସବୁ ଏସଏଚଜି ମହିଳାଙ୍କୁ ୟୁନିଫର୍ମ ପାଇଁ ମିଳିବ ହଜାରେ ଟଙ୍କା, ଖର୍ଚ୍ଚ ହେବ ୭୩୦କୋଟି

ସବୁ ଏସଏଚଜି ମହିଳାଙ୍କୁ ୟୁନିଫର୍ମ ପାଇଁ ମିଳିବ ହଜାରେ ଟଙ୍କା, ଖର୍ଚ୍ଚ ହେବ ୭୩୦କୋଟି
February 16
20:20 2024

ଭୁବନେଶ୍ୱର, ୧୬/୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ରାଜ୍ୟ କ୍ୟାବିନେଟ୍ ବୈଠକ ବସିଥିଲା। ଏଥିରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।
ବୁଣାକାରଙ୍କୁ ଅଧିକ ସହାୟତା ଦେବାକୁ ଯୋଜନା ଉପରେ କ୍ୟାବିନେଟ ଅନୁମୋଦନ ମିଳିଛି ।
ଏଣିକି ବୁଣାକାର ୨ହଜାରରୁ ଅଢ଼େଇ ହଜାର ସହାୟତା ପାଇବେ।
ସେହିପରି ଏସ୍ଏଚ୍ଜି ମହିଳାଙ୍କୁ ୧ହଜାର ଟଙ୍କା ଲେଖାଏ ୟୁନିଫର୍ମ ସହାୟତା ମିଳିବ । ୭୦ଲକ୍ଷ ମହିଳା ହଜାରେ ଟଙ୍କା ଲେଖାଏ ପାଇବେ ।
ଏକଜିକ୍ୟୁଟିଭ ମେମ୍ବରଙ୍କୁ ବ୍ଲେଜର ପାଇଁ ଆଉ ୨ହଜାର ଟଙ୍କା ମିଳିବ । ସେହିପରି ନୂଆ-ଓ ସ୍କଲାରସିପକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି । ଛାତ୍ରୀମାନଙ୍କୁ ୧୦ହଜାର ଓ ଛାତ୍ରଙ୍କୁ ୯ହଜାର ଟଙ୍କା ମିଳିବ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031