Indus Valley Times

ସରକାରୀ କର୍ମଚାରୀଙ୍କ ଉପରୁ ହଟିଲା ୫ଟି ଚାର୍ଟର : ଦକ୍ଷତା ଓ ପଦୋନ୍ନତି ପାଇଁ ଜରୁରୀ ନୁହେଁ

 Breaking News

ସରକାରୀ କର୍ମଚାରୀଙ୍କ ଉପରୁ ହଟିଲା ୫ଟି ଚାର୍ଟର : ଦକ୍ଷତା ଓ ପଦୋନ୍ନତି ପାଇଁ ଜରୁରୀ ନୁହେଁ

ସରକାରୀ କର୍ମଚାରୀଙ୍କ ଉପରୁ ହଟିଲା ୫ଟି ଚାର୍ଟର : ଦକ୍ଷତା ଓ ପଦୋନ୍ନତି ପାଇଁ ଜରୁରୀ ନୁହେଁ
August 07
17:17 2024

ଭୁବନେଶ୍ୱର,୭/୮: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ରାଜ୍ୟର ସମସ୍ତ ବର୍ଗର କ, ଖ ଏବଂ ଗ କର୍ମଚାରୀଙ୍କ ପାଇଁ ଅଦ୍ୟ ବିଦ୍ୟମାନ ଥିବା ଚଇଜ/ଉଉଜ ଫରମାଟରୁ ୫ଟି ଚାର୍ଟର ପ୍ରତ୍ୟାହାର କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।
ବିଜ୍ଞପ୍ତିରେ କୁହାଯାଇଛି ଯେ, ରାଜ୍ୟ ସରକାର ହୃଦୟଙ୍ଗମ କଲେ ଯେ, ବର୍ତ୍ତମାନ ପରିପ୍ରେକ୍ଷୀରେ ୫ଟି ଚାର୍ଟର ଓ ମୋ ସରକାରର କୌଣସି ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ନାହିଁ।
ଏହି ଉପାଦାନଗୁଡିକ ରାଜ୍ୟର ସମସ୍ତ ବର୍ଗର କ,ଖ, ଏବଂ ଗ କର୍ମଚାରୀଙ୍କ ପାଇଁ ଚଇଜ/ଉଉଜ ଫରମାଟରୁ ପ୍ରତ୍ୟାହାର କରାଯାଉଛି। ୨୦୧୯-୨୦ ପୂର୍ବରୁ ପ୍ରଚଳିତ ଚଇଜ/ଉଉଜ ଫରମାଟକୁ ୨୦୨୪-୨୫ ଠାରୁ ପୁନଶ୍ଚ ପ୍ରଚଳନ କରିବାକୁ ସରକାର ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30