Indus Valley Times

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ,ଏକାକାଳୀନ ୫ଟି ସ୍ଥାନରେ ରେଡ

 Breaking News

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ,ଏକାକାଳୀନ ୫ଟି ସ୍ଥାନରେ ରେଡ

October 21
14:09 2020

ଖୋର୍ଦ୍ଧା ୨୧।୧୦: ଭିଜିଲାନ୍ସ ଜାଲରେ ଭୁବନେଶ୍ବର ଆର ଆଣ୍ଡ ବି ଡିଭିଜନ-୫ ସହକାରୀ ଯନ୍ତ୍ରୀ ସାରଦା ପ୍ରସାଦ ଗୌଡ଼ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଏକା ସାଙ୍ଗରେ ବିଭିନ୍ନ ୫ଟି ସ୍ଥାନରେ ସ୍ଥାନରେ ରେଡ୍ ଜାରି ରଖିଛି ଭିଜିଲାନ୍ସ ।
ତେବେ ଚଢାଉ ହେଉଥିବା ସ୍ଥାନଗୁଡିକ ହେଉଛି , ଭୁବନେଶ୍ବର ସ୍ଥିତ ଅଫିସ, ଭୁବନେଶ୍ବର ୟୁନିଟ-୬ ଗଙ୍ଗନଗରସ୍ଥିତ ୩ ମହଲା ଘର, ଗଞ୍ଜାମ ବଡଗଡସ୍ଥିତ ପୈତୃକ ଘର, ଗଞ୍ଜାମ ସୋରଡାସ୍ଥିତ ଶ୍ବଶୁର ଘର, ଗଞ୍ଜାମ ଗାନ୍ଧିନଗରସ୍ଥିତ ଘରେ ରେଡ୍ ଜାରି ରହିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031