Indus Valley Times

ସିନିୟର ଘଡେଇଙ୍କ ଠାରୁ ଆଶ୍ରିବାଦ ନେଲେ ଯୁବ ବିଜେଡି ସମ୍ପାଦକ ସୌମ୍ୟରଞ୍ଜନ

 Breaking News

ସିନିୟର ଘଡେଇଙ୍କ ଠାରୁ ଆଶ୍ରିବାଦ ନେଲେ ଯୁବ ବିଜେଡି ସମ୍ପାଦକ ସୌମ୍ୟରଞ୍ଜନ

October 16
21:43 2020

ଯାଜପୁର: ଯାଜପୁର ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଦାୟିତ୍ୱ ନେବା ପରେ ସୌମ୍ୟରଞ୍ଜନ ମହାପାତ୍ର ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଡ଼ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କୁ ଭେଟିଛନ୍ତି। ତାଙ୍କ ଉପରେ ଆସ୍ଥା ପ୍ରକଟ କରି ନୂଆ ଦାୟିତ୍ୱ ଦେଇଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031