Indus Valley Times

ସ୍ୱର୍ଗତ ପ୍ରଦୀପ ମହାରଥୀ ଜଣେ ତୁଙ୍ଗ ନେତା ଥିଲେ : ବିଧାୟକ ପ୍ରୀତିରଞ୍ଜନ ଘଡେଇ

 Breaking News

ସ୍ୱର୍ଗତ ପ୍ରଦୀପ ମହାରଥୀ ଜଣେ ତୁଙ୍ଗ ନେତା ଥିଲେ : ବିଧାୟକ ପ୍ରୀତିରଞ୍ଜନ ଘଡେଇ

October 04
13:48 2020

ଯାଜପୁର,୪ ।୧୦ ; ବିଜେଡିର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ଘଟିଛି। ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଶ୍ରୀ ମହାରଥୀଙ୍କ ବିୟୋଗ ଖବର ପାଇଁ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ତାଙ୍କ ବାସଭବନ ରେ ପହିଁଛି ପୁଷ୍ପମାଲ୍ୟ ଦେବା ସହିତ ଭକ୍ତିପୂର୍ତ୍ତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ସ୍ୱର୍ଗତ ମହାରଥୀ ଜଣେ ତୁଙ୍ଗ ଓ ଲଢ଼ୁଆ ରାଜନେତା ଥିଲେ ତାଙ୍କର ବିୟୋଗ ବିଜେଡି ଦଳ ପାଇଁ ଅପୁରଣୀୟ କ୍ଷତି ବୋଲି ଶ୍ରୀ ଘଡେଇ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031