Indus Valley Times

ହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ବରପ୍ଲେଟ୍ ମାମଲା; ମାସେ ବଢ଼ିଲା ଅବଧି

 Breaking News

ହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ବରପ୍ଲେଟ୍ ମାମଲା; ମାସେ ବଢ଼ିଲା ଅବଧି

ହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ବରପ୍ଲେଟ୍ ମାମଲା; ମାସେ ବଢ଼ିଲା ଅବଧି
November 30
16:02 2022

କଟକ, ୩୦/୧୧ : ଗାଡି ଚାଳକଙ୍କ ପାଇଁ ଆଶ୍ୱସ୍ତିକର ଖବର । ରାଜ୍ୟରେ ପୁଣି ବଢିଲା ହାଇ ସିକ୍ୟୁରିଟି ନମ୍ବଲ ପ୍ଲେଟ ଅବଧି । ୧,୨,୩,୪ ନମ୍ବର ପାଇଁ ରାଜ୍ୟ ସରକାର ଆଉ ମାସେ ବଢାଇଛନ୍ତି । ଏନେଇ ସତ୍ୟପାଠ ଜରିଆରେ ହାଇକୋର୍ଟକୁ ଜଣାଇଛନ୍ତି ସରକାର ।
ସେହିପରି ଡିସେମ୍ବର ୩୧ ଯାଏଁ ସମୟ ବୃଦ୍ଧି ନେଇ ସତ୍ୟପାଠରେ ଉଲ୍ଲେଖ ରହିଛି । ନମ୍ବର ବୁକିଂ କରାଯାଇଥିଲେ ବି କୌଣସି କାର‌୍ୟ୍ୟାନୁଷ୍ଠାନ ହେବନାହିଁ ବୋଲି ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ମଧ୍ୟ ମାସେ ସମୟସୀମା ବୃଦ୍ଧି କରାଯାଇଥିଲା । ଆଉ ଏବେ ଆଉ ଏକ ମାସ ସମୟସୀମା ବୃଦ୍ଧି କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031