Indus Valley Times

ହାଇଦ୍ରାବାଦ ଚାଲାଣ ହେଉଥିଲେ ୪୪ ଦାଦନ ଶ୍ରମିକ, ଅଟକାଇ ଦେଲା ପୁଲିସ୍

 Breaking News

ହାଇଦ୍ରାବାଦ ଚାଲାଣ ହେଉଥିଲେ ୪୪ ଦାଦନ ଶ୍ରମିକ, ଅଟକାଇ ଦେଲା ପୁଲିସ୍

November 25
09:57 2022

ବଲାଙ୍ଗୀର ୨୫/୧୧: ବଲାଙ୍ଗୀର ଟାଉନଥାନା ପୋଲିସ ଦ୍ୱାରା ଦାଦନ ଶ୍ରମିକ ଉଦ୍ଧାର । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୩୦ ଜଣ ମହିଳା-ପୁରୁଷ ଦାଦନ ଶ୍ରମିକ ୧୪ ଜଣ ଶିଶୁରହିଥିବା ସୂଚନା । ସମସ୍ତ ୪୪ ଜଣ ଶ୍ରମିକ ବେଳପଡା ବ୍ଲକର ।
ବଲାଙ୍ଗୀର ବେଲପଡାରୁ ହାଇଦ୍ରାବାଦ ଯିବା ବେଳେ ବଲାଙ୍ଗୀର ଟାଉନଥାନା ପାଖରେ ଉଦ୍ଧାର କଲା ପୋଲିସ । ବେଳପଡା ଟେଟକା ନାମକ ସର୍ଦାର ଶ୍ରମିକଙ୍କୁ ଚାଲାଣ କରୁଥିବା ସୂଚନା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031