Indus Valley Times

୧୫ଗ୍ରାମ ବ୍ରାଉନ ସୁଗାର,୧୪ଟି ମୋବାଇଲି ଫୋନ୍ ଜବତ : ଜଣେ ଗିରଫ

 Breaking News

୧୫ଗ୍ରାମ ବ୍ରାଉନ ସୁଗାର,୧୪ଟି ମୋବାଇଲି ଫୋନ୍ ଜବତ : ଜଣେ ଗିରଫ

December 19
20:39 2020

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୯/୧୨: ନୟାଗଡ଼ ଦିନକୁଦିନ ବଢ଼ିଚାଲିଛି ଧଳା ଜହର ଓ କୋରେକ୍ସର ବେପାର। ମୋବାଇଲ ବନ୍ଧା ରଖି ବ୍ରାଉନ ସୁଗାର ଦେଉଥିବା ଜଣେ ବେପାରୀକୁ ସିନ୍ଦୁରିଆ ବ୍ୟାଙ୍କ ଛକ ଠାରୁ ଗିରଫ କରିଛି ଅବକାରୀ ମୋବାଇଲ ସ୍ବାର୍ଡ। ଗିରଫ ବେପାରୀ ଜଣକ ହେଲେ ଦୁର୍ଗାପ୍ରସାଦ ଗ୍ରାମର ନିରଞ୍ଜନ ମହାରଣା। ଅବକାରୀ ବିଭାଗ ଗିରଫ ବେପାରୀ ଠାରୁ ୧୫ ଗ୍ରାମ ବ୍ରାଉନ ସୁଗାର ସହିତ ୧୪ଟି ମୋବାଇଲ ଫୋନ ଜବତ କରିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031