Indus Valley Times

୧୮ରେ ଚିଲିକାରେ ହେବ ପକ୍ଷୀ ଗଣନା, ୩ ଦିନ ଡଲଫିନ୍ ଗଣନା

 Breaking News

୧୮ରେ ଚିଲିକାରେ ହେବ ପକ୍ଷୀ ଗଣନା, ୩ ଦିନ ଡଲଫିନ୍ ଗଣନା

୧୮ରେ ଚିଲିକାରେ ହେବ ପକ୍ଷୀ ଗଣନା, ୩ ଦିନ ଡଲଫିନ୍ ଗଣନା
January 16
18:21 2025

ବାଲୁଗାଁ,୧୬/୧ : ଚଳିତମାସ ୧୮ ତାରିଖରୁ ଚିଲିକାରେ ପକ୍ଷୀଗଣନା ଆରମ୍ଭ ହେବ। ୫ଟି ରେଞ୍ଜରେ ସକାଳ ୬ରୁ ୧୨ଟା ପର୍ଯ୍ୟନ୍ତ ପକ୍ଷୀଗଣନା କରାଯିବ। ରମ୍ଭା, ବାଲୁଗାଁ, ଟାଙ୍ଗୀ, ସାତପଡ଼ା, ଚିଲିକାରେ ପକ୍ଷୀଗଣନା ହେବ।
ଏହି ଗଣନା ପାଇଁ ୨୧ଟି ଟିମ୍‌, ପ୍ରତି ଟିମ୍‌ରେ ୪ରୁ ୫ ଜଣ ରହିବେ ବୋଲି କହିଛନ୍ତି ଡିଏଫ୍‌ଓ। ସେହିପରି ୨୦ରୁ ୨୨ ପର୍ଯ୍ୟନ୍ତ ଚିଲିକାରେ ଡଲ୍‌ଫିନ୍ ଗଣନା ହେବ।
ସେହିପରି ଜାନୁଆରୀ ୧୮ରୁ ଭିତରକନିକାରେ ପକ୍ଷୀଗଣନା ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି।
ରାଜନଗର ଜଙ୍ଗଲ ବିଭାଗ ଦ୍ବାରା ରାଜନଗର, କନିକା, ଗହୀରମଥା, ମହାକାଳପଡା ଏବଂ କୁଜଙ୍ଗ ଆଦି ପାଞ୍ଚଟି ରେଞ୍ଜ୍‌ରେ ପକ୍ଷୀଗଣନା କରାଯିବ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031