Indus Valley Times

୧୮ ବର୍ଷରୁ କମ୍ ବର୍ଗଙ୍କୁ ଅକ୍ଟୋବରରୁ ଟିକା କରଣ

 Breaking News

୧୮ ବର୍ଷରୁ କମ୍ ବର୍ଗଙ୍କୁ ଅକ୍ଟୋବରରୁ ଟିକା କରଣ

August 07
09:14 2021

ନୂଆଦିଲ୍ଲୀ, ୭/୮: ସମ୍ଭାବ୍ୟ ତୃତୀୟ କରୋନା ଲହରକୁ ଦୃଷ୍ଟିରେ ରଖି ୧୮ ବର୍ଷରୁ କମ୍ ବୟସସ୍କର ପିଲାଙ୍କୁ ଟିକା କରଣ କରାଯିବ । ଏଥିପାଇଁ ଆସନ୍ତା ଅକ୍ଟୋବର ମାସରେ ‘କୋଭୋଭାକ୍ସ’ ଟିକା ଲଞ୍ଚ କରିବାକୁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ(ଏସ୍ଆଇଆଇ)ର ମୁଖ୍ୟ ଆଦର ପୁନାୱାଲା ଘୋଷଣା କରିଛନ୍ତି ।
ଦେଶରେ କୋଭୋଭାକ୍ସର ଜରୁରିକାଳୀନ ବ୍ୟବହାର ପାଇଁ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଆବେଦନ କରିସାରିଛି ।୧୨ ବର୍ଷ ବୟସରୁ ଊର୍ଦ୍ଧ୍ୱଙ୍କ ପାଇଁ ଅକ୍ଟୋବରରେ କୋଭୋଭାକ୍ସ ଟିକା ଲଞ୍ଚ ହେବ । ୧୨ ବର୍ଷରୁ କମ୍ ବୟସର ଶିଶୁଙ୍କ ପାଇଁ ୨୦୨୨ ପ୍ରାରମ୍ଭରୁ କୋଭୋଭାକ୍ସ ଟିକା ଲଞ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ଏହାର ଟିକାର ମୂଲ୍ୟ ନିର୍ଦ୍ଧାରିତ ହୋଇନାହିଁ ବୋଲି ପୁନାୱାଲା କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031