Indus Valley Times

୨ଦିନ ହେଲା ଏଟିଏମ ଅଚଳ,୫ଟି ଗାଁର ଲୋକେ ପ୍ରଭାବିତ

 Breaking News

୨ଦିନ ହେଲା ଏଟିଏମ ଅଚଳ,୫ଟି ଗାଁର ଲୋକେ ପ୍ରଭାବିତ

October 05
21:09 2020

କମ୍ଭୁ ଧର କ୍ଷେତୀ ଙ୍କ ରିପୋର୍ଟ

ବୌଦ୍ଧ,୫/୧୦: ବୌଦ୍ଧବ୍ଳକ ବଲାସିଙ୍ଗା ଆଇଆରବି ନିକଟରେ ଥିବା ଏଟିଏମ ୨ଦିନ ହେଲା ଅଚଳ ଥିବାରୁ ଏହା ଉପରେ ନିର୍ଭର କରୁଥିବା ଲୁଣ୍ଡାବେରୁଣିି, ଜ ।ମ୍ବୁପାଲି, ଓଲଣିଆ, ବଲସିଙ୍ଗ । ଓ ଗିରାଶିଙ୍ଗାର  ଲୋକମାନେ ଟଙ୍କା ଉଠାଣ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନାଯୋଗ୍ୟ ଅଞ୍ଚଳର ଆବଶ୍ୟକତା ଦୃଷ୍ଟିରୁ ୨୦୧୪ରେ ଏଠାରେ ଏଟିଏମ ସ୍ଥାପନ କରାଯାଇଥିଲା । ହେଲେ ବର୍ଷର ଅର୍ଦ୍ଧାଧିକ ସମୟ ଏହା ବନ୍ଦ ରହୁଥିବାରୁ ଲୋକମାନେ ବାଧ୍ୟହୋଇ ବୌଦ୍ଧ କିମ୍ବା ଜହ୍ନାପଙ୍କ ଏଟିଏମ ଉପରେ ନିର୍ଭର କରିବାକୁ ପଡେ । ତେଣୁ ତୁରନ୍ତ ଏହାର ମରାମତି କରିବାକୁ ଦାବି ହେଉଛି ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930