Indus Valley Times

୨୦ ଟନ୍‌ରୁ ଅଧିକ ଓଜନର ତିମିର ମୃତ୍ୟୁ

 Breaking News

୨୦ ଟନ୍‌ରୁ ଅଧିକ ଓଜନର ତିମିର ମୃତ୍ୟୁ

December 10
09:51 2021

ବ୍ରହ୍ମଗିରି,୧୦/୧୨: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଫତେପୁରୁ ଗାଁ ପାଖ ସମୂଦ୍ର କୂଳରେ ନିକଟରେ ଲାଗିଛି ଏକ ବିଶାଳକାୟ ତିମି ମାଛ । ତିମି ମାଛର ଲମ୍ବ ୪୦ରୁ୪୫ ଫୁଟ ଲମ୍ବ ଓ ଗୋଲେଇ ୫୦ ଫୁଟ ହେବ ବୋଲି ସ୍ଥାନୀୟ ମତ୍ସ୍ୟଜୀବୀ କହିଛନ୍ତି।
ଏହି ତିମିର ଓଜନ ୨୦ ଟନରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। ଗୁରୁବାର ତିମିଟି କୂଳରେ ଲାଗିଥିବା ବେଳେ ଜୀବନ୍ତ ରହିଥିଲା । କିନ୍ତୁ ଏବେ ତାର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031