Indus Valley Times

୨୭ ଫୁଟ ଉଚ୍ଚତାରେ ୧.୫ ଟନ ଟମାଟୋରେ ସାନ୍ତାକ୍ଲଜ୍ ତିଆରି କଲେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

 Breaking News

୨୭ ଫୁଟ ଉଚ୍ଚତାରେ ୧.୫ ଟନ ଟମାଟୋରେ ସାନ୍ତାକ୍ଲଜ୍ ତିଆରି କଲେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

୨୭ ଫୁଟ ଉଚ୍ଚତାରେ ୧.୫ ଟନ ଟମାଟୋରେ ସାନ୍ତାକ୍ଲଜ୍ ତିଆରି କଲେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ
December 25
12:24 2022

ଭୁବନେଶ୍ୱର,୨୫/୧୨: ବଡ଼ଦିନ ପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁଠାରୁ ସହର। ରାଜଧାନୀ ସମେତ କଟକ, ବାଲେଶ୍ବର, ଗଞ୍ଜାମ, ଗଜପତି, କନ୍ଧମାଳ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହାର ବିଶେଷ ଚମକ ଦେଖିବାକୁ ମିଳିଛି।
ଏହିକ୍ରମରେ ବିଶେଷ ଭାବେ ଗୋପାଳପୁର ବେଳାଭୂମିରେ ଆଜି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ପ୍ରସ୍ତୁତ ବାଲୁକା କଳାକୃତି ବେଶ୍ ଚର୍ଚ୍ଚା ସାଉଁଟିଛି। ଦୀର୍ଘ ୨୨ ବର୍ଷ ପରେ ପୃଥିବୀର ସବୁଠାରୁ ବଡ଼ ଅର୍ଥାତ୍ ୨୭ ଫୁଟ ଉଚ୍ଚତାରେ ୧.୫ ଟନ ଟମାଟୋରେ ସାନ୍ତାକ୍ଲଜ୍ ତିଆରି କରିଛନ୍ତି ସୁଦର୍ଶନ ପଟ୍ଟନାୟକ। ଖ୍ରୀଷ୍ଟ ମାସ ପର୍ବ ଅବସରରେ ଏଭଳି ବିରଳ ବାଲୁକା କଳାକୃତି ତିଆରି କରି ଉଚ୍ଚ ପ୍ରଶଂସା ପାଉଛି। ଏହାକୁ ୧୫ ଜଣ ଛାତ୍ରଛାତ୍ରୀ ଦୁଇ ଦିନ ଧରି ବାଲୁକା ଶିଳ୍ପୀଙ୍କୁ ତିଆରି କରିବାରେ ସହଯୋଗ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031