Indus Valley Times

୩୩ ସାଂଗଠନିକ ଜିଲ୍ଲା ନିର୍ବାଚନ ଅଧିକାରୀ ତାଲିକା ଜାରି କଲା ବିଜେଡି

 Breaking News

୩୩ ସାଂଗଠନିକ ଜିଲ୍ଲା ନିର୍ବାଚନ ଅଧିକାରୀ ତାଲିକା ଜାରି କଲା ବିଜେଡି

୩୩ ସାଂଗଠନିକ ଜିଲ୍ଲା ନିର୍ବାଚନ ଅଧିକାରୀ ତାଲିକା ଜାରି କଲା ବିଜେଡି
December 04
13:24 2019

ଭୁବନେଶ୍ୱର,୪ ।୧୨: ଦଳୀୟ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ପକ୍ଷରୁ ୩୩ ଟି ସାଂଗଠନିକ ଜିଲ୍ଲାପାଇଁ ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ରାଜ୍ୟ ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ ସେମାନଙ୍କୁ ନିଯୁକ୍ତ ଦେଇଥିବା ମଙ୍ଗଳବାର ଦିନ ଦଳୀୟ ସୂତ୍ରରୁ ପ୍ରକାଶ ।
ଅନୁଗୁଳ-ବାଉରି ବନ୍ଧୁ ମହାପାତ୍ର
ବାଲେଶ୍ୱର – ପ୍ରଣବ କୁମାର ପଣ୍ଡା
ବରଗଡ- ଅଶୋକ ବାରିକ
ଭଦ୍ରକ – ଯତିକାନ୍ତ ନାୟକ
ଭୁବନେଶ୍ୱର- ଶେଖ୍ ନିଜାମୁଦ୍ଦିନ୍
ବଲାଙ୍ଗୀର- ମୋହନଲାଲ୍ ଜୈନ
ବୌଦ୍ଧ- ତପନ କୁମାର ଦଳେଇ
କଟକ – ମନୋରଂଜନ ଖଟୁଆ
ଦେବଗଡ- କାମାକ୍ଷା ପ୍ରସାଦ ଗଙ୍ଗଦେବ
ଢେଙ୍କାନାଳ- ଧର୍ମାନନ୍ଦ ବରାଳ
ଗଜପତି- ପାନ୍ତଳ ପ୍ରସାଦ ରାଓ
ଗଂଜାମ- ପ୍ରମୋଦ କୁମାର ପାତ୍ର
ଜଗତସିଂହପୁର – ଗୌତମ ପାଲିତ୍
ଝାରସୁଗୁଡା – ସୟଦ ବେଗ୍
ଯାଜପୁର – ବାବାଜୀ ଚରଣ ଦାସ
କଳାହାଣ୍ଡି – ସୁନୀଲ କୁମାର ମୁଣ୍ଡ
କେନ୍ଦ୍ରାପଡା – ଧିରେନ୍ ସାହୁ
କେନ୍ଦୁଝର – ସଂଜୟ ମିଶ୍ର
ଖୋର୍ଦ୍ଧା – ରଶ୍ମୀ ରଂଜନ ବ୍ରହ୍ମା
କନ୍ଧମାଳ – ବିରୁପାକ୍ଷ ପଣ୍ଡା
କୋରାପୁଟ – ନରେନ୍ଦ୍ର କୁମାର ସ୍ୱାଇଁ
ମୟୁରଭଂଜ – କୃଷ୍ଣ ଚନ୍ଦ୍ର ଦାସ
ମୟୁରଂଭଂଜ (ସଦର) – ମଙ୍ଗଳ ସିଂହ ମୁଦି
ମାଲକାନଗିରି – ଡମ୍ବରୁ ସୀସା
ନବରଙ୍ଗପୁର – ସଚ୍ଚିଦାନନ୍ଦ ସ୍ୱାଇଁ
ନୟାଗଡ – ଗଙ୍ଗାଧର ପଣ୍ଡା
ପୁରୀ – ଶ୍ରୀପ୍ରକାଶ ମିଶ୍ର
ରାଉରକେଲା – ସନ୍ତୋଷ ନାୟକ
ସମ୍ବଲପୁର – ଆର୍ତତ୍ରାଣ ମିଶ୍ର
ସୁବର୍ଣ୍ଣପୁର – ଶରତ ଚନ୍ଦ୍ର ଭୋଇ
ସୁନ୍ଦରଗଡ – ପ୍ରଦୀପ ମହାପାତ୍ର
ନୂଆପଡା – ମୁଲଚନ୍ଦ ଫାଣ୍ଡେ
ରାୟଗଡା – ବ୍ରଜ ସୁନ୍ଦର ନାୟକ

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031