Indus Valley Times

୪ ଡକାୟତ ଙ୍କୁ ଧରିଲା ଧର୍ମଳାଶାଳ ପୋଲିସ: ବନ୍ଧୁକ ଓ ମାରାଣସ୍ତ୍ର ଜବତ

 Breaking News

୪ ଡକାୟତ ଙ୍କୁ ଧରିଲା ଧର୍ମଳାଶାଳ ପୋଲିସ: ବନ୍ଧୁକ ଓ ମାରାଣସ୍ତ୍ର ଜବତ

October 01
21:20 2020

ଯାଜପୁର,୧୦/୧ : ବଡଧରଣର ଡକାୟତି ଉଦ୍ୟମ ଯୋଜନାକୁ ପଣ୍ଡ କରିଛି ଯାଜପରୁ ଜିଲ୍ଲା ଧର୍ମଶାଳା ପୋଲିସ । ଗତକାଲି ରାତିରେ ଜାରକା ନିକଟ ଦେଉଳି ପାହାଡରେ ୪ଡକାୟତ ଏକ ଜୁଏଲାରୀ ଦୋକାନରୁ ଲୁଟ କରିବାକୁ ଯୋଜନା ଚଳାଇଥିବା ବେଳେ ପୋଲିସ ଏମାନଙ୍କୁ କାବୁ କରିଥିଲା । ଘଟଣାସ୍ଥଳରୁ ୪ଜଣଙ୍କୁ ଗିରଫ କରିଥିବା ବେଳେ ୬ଜଣ ଡକାୟତ ଫେରାର ହୋଇଯିବାକୁ ସକ୍ଷମ ହୋଇଥିଲେ। ଡକାୟତ ମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ,୨ଟି ଜୀବନ୍ତ ଗୁଳି, ରୁପା ଅଳଙ୍କାର ,ନଗଦ ୮ହଜାର ଟଙ୍କା ୨ଟି ବାଇକ ଓ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି । ଗିରଫ ଡକାୟତ ମାନେ ଗଞ୍ଜାମ ଜିଲ୍ଲାର ଆସ୍କା ଅଂଚଳର ବୋଲି ଜଣାପଡିଛି ।ପୂର୍ବରୁ ବିଭିନ୍ନ ଥାନାରେ ଏହି ୪ଜଣଙ୍କ ଡକାୟତଙ୍କ ନାଁରେ ଚୋରି ଡକାୟତି ମାମଲା ଅଛି ବୋଲି ଏସ୍ଡିପିଓ ଚିନ୍ମୟ ନାୟକ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031