କାନପୁର, ୨୪/୯: ‘କୋମା’କୁ ଚାଲିଯାଇଛନ୍ତି ଭାବି ଗତବର୍ଷ ମରିଯାଇଥିବା ଜଣେ ଆୟକର ବିଭାଗ କର୍ମଚାରୀଙ୍କୁ ତାଙ୍କ ପରିବାର ଲୋକେ ପ୍ରାୟ ୧୮ ମାସ ହେବ ଘରେ ରଖିଥିଲେ ବୋଲି ଶୁକ୍ରବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।ଗଙ୍ଗାଜଳ ତାଙ୍କୁ ‘କୋମା’ରୁ ଉଠାଇବ ଭାବି
ଗଣେଶ କୁମାର ରାଜୁଙ୍କ ରିପୋର୍ଟପାରଳାଖେମୁଣ୍ଡି,୨୪/୯: ମାନ୍ୟବର ଉପ-ରାଷ୍ଟ୍ରପତିଙ୍କ ଏକ ଚିଠି ଆଧାରରେ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଚିଠି ୧୫-୯-୨୦୨୨ ଦ୍ବାରା ଭାରତୀୟ ଇତିହାସ ଗବେଷଣା ପରିଷଦକୁ ପାରଳାଖେମୁଣ୍ଡିରେ ହୋଇଥିବା ସଶସ୍ତ୍ର ସ୍ବାଧୀନତା ସଂଗ୍ରାମ ଉପରେ ଅନୁଧ୍ୟାନ କରି ବିହିତ କାର୍ଯ୍ୟାନୁଷ୍ଠାନ