ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ଵର,୪/୩ : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ)ପକ୍ଷରୁ ଲାଇନମେନ ଦିବସ ମହାସମାରୋହରେ ପାଳିତ ହୋଇଛି।ଟିପିଏନଓଡିଏଲ ସିଇଓ ଦ୍ଵିଜଦାସ ବସାକଙ୍କ ପୌରୋହିତ୍ୟରେ ଲାଇନମେନ ଦିବସ ବାଲେଶ୍ବର ଠାରେ ପାଳିତ