Indus Valley Times

ବାଆକୁ ବତା: ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ କଲେ ସରକାର

 Breaking News

ବାଆକୁ ବତା: ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ କଲେ ସରକାର

May 17
21:59 2018

ଭୁବନେଶ୍ୱର, ୧୭ /୫ (ସୁକାନ୍ତ ମହାନ୍ତି): ବର୍ଷା ଋତୁୁ ଆସିବା ଆଗରୁ ବାତ୍ୟା ମୁକାବିଲା ପାଇଁ ସଚିବାଳୟରେ ପ୍ରାକ୍ ବାତ୍ୟା ସମ୍ପର୍କିତ ଏକ ବୈଠକ ହୋଇଛି । ରାଜ୍ୟରେ ଥିବା ବଡ଼ ବଡ଼ ଠିକାଦାରଙ୍କ ତାଲିକା ପ୍ରସ୍ତୁତ କରିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି ।
ଏହାଦ୍ୱାରା ବିପଦ ଆପଦ ସମୟରେ ଠିକାଦାରଙ୍କ ପାଖରେ ଥିବା ମାଟି ଖୋଳା ମେସିନ୍ ଯଥା- ଜେସିବି, କ୍ରେନ୍ ଇତ୍ୟାଦି ବ୍ୟବହାର କରାଯାଇପାରିବ । ଏହାର ତାଲିକା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ବା ଏସ୍ଆର୍ସିଙ୍କ କାର୍ଯ୍ୟାଳୟରେ ରହିବ ।
ବର୍ତ୍ତମାନ ୮୭୯ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଥିବା ବୈଠଳରୁ ଜଣାପଡ଼ିଛି । ଆସନ୍ତା ଜୁନ୍ ୧୯ ତାରିଖରେ ସାରା ରାଜ୍ୟରେ ବାନ୍ୟା, ବାତ୍ୟା, ମୁକାବିଲାର ମକ୍ ଡ୍ରିଲ କରାଯିବ । ଉପକୂଳ ଅଞ୍ଚଳରେ ୧୨୨ଟି ଟାୱାରରେ ସାଇରନ ଜରିଆରେ ଲୋକଙ୍କୁ ସୂଚନା ଦେବାର ବ୍ୟବସ୍ଥା କରାଯିବ ବୋଲି ଏସ୍ଆର୍ସି ବିଷ୍ଣୁପଦ ସେଠୀ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30