Indus Valley Times

ହାଇକୋର୍ଟ ଗଲେ ଏଲିନା

 Breaking News

ହାଇକୋର୍ଟ ଗଲେ ଏଲିନା

July 04
17:03 2024

କଟକ, ୪/୭: ଯାଜପୁର ଜିଲ୍ଲା ଧର୍ମଶାଳାର ବିବାଦୀୟ ବଲ୍ଲେ ବଲ୍ଲେ ଢାବା ସିଲ୍ ଘଟଣାରେ ଅଭିନେତ୍ରୀ ଏଲିନା ଦାସ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ବିଜେଡି ନେତ୍ରୀ ଶ୍ରୀମତୀ ଦାସ ଆଜି ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ କରିଛନ୍ତି।
ଏଲିନାଙ୍କ ଓକିଲ କହିଛନ୍ତି, ବଲ୍ଲେ ବଲ୍ଲେ ଢାବା ସହ ଏଲିନା ଓ ତାଙ୍କ ପରିବାରର କୌଣସି ସମ୍ପର୍କ ନାହିଁ। ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି, ବଲ୍ଲେ ବଲ୍ଲେ ଢାବା ସହ ଏଲିନା କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟଙ୍କ କିଛି ସମ୍ପର୍କ ନାହିଁ। ଏଥିରେ ବିଜେଡି ନେତ୍ରୀ ଏଲିନା ଦାସଙ୍କ ନାଁ ଯୋଡାଯାଇ ତାଙ୍କର ଚରିତ୍ର ସଂହାର କରାଯାଉଛି । ତାକୁ ବନ୍ଦ କରାଯିବା ହାଇକୋର୍ଟରେ ଏକ ରିଟ୍ ପିଟିସନ୍ କରାଯାଇଥିବା ଏଲିନାଙ୍କ ଓକିଲ କହିଛନ୍ତି। ଏହାସହ ଆବେଦନରେ ଧର୍ମଶାଳା ଥାନା ଅଧିକାରୀ ପୁଲିସ ଡିଜି ସମେତ ଏକାଧିକଙ୍କୁ ପକ୍ଷ କରି ଘଟଣାର ସଠିକ ଯାଞ୍ଚ କରାଯିବା

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31