Indus Valley Times

ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଜ଼ିଲ୍ଲା ଷ୍ଟାଡିୟମ ଠାରୁ ଏକ ମାରାଥନ ବୌଦ୍ଧ ସହର ପରିକ୍ରମା

 Breaking News

ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଜ଼ିଲ୍ଲା ଷ୍ଟାଡିୟମ ଠାରୁ ଏକ ମାରାଥନ ବୌଦ୍ଧ ସହର ପରିକ୍ରମା

August 12
15:33 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୨/୮: ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଅଦ୍ୟ ତା.୧୨.୮.୨୦୨୪ ରିଖ ସକାଳ ୭ ଘଟିକା ସମୟରେ ଜ଼ିଲ୍ଲା ଷ୍ଟାଡିୟମ ଠାରୁ ଏକ ମାରାଥନ ବୌଦ୍ଧ ସହର ପରିକ୍ରମା କରିଥିଲା ।
ଏହି ମାରାଥନ ରେ ଜ଼ିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ, ସି. ଡ଼ି. ଇ. ଓ, ଉପ- ଜ଼ିଲ୍ଲାପାଳ ଏବଂ ସମସ୍ତ ଜ଼ିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।
ଏହି ଅବସରରେ ଦସ୍ତଖତ ଅଭିଯାନ ରେ ହର ଘର ତ୍ରିରଙ୍ଗା, ଘର ଘର ତ୍ରିରଙ୍ଗା, ଜୟହିନ୍ଦ ଲେଖି ନିଜର ଦସ୍ତଖତ ଦେଇଥିଲେ ନିଜେ ଜ଼ିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଏବଂ ଅନ୍ୟ ସମସ୍ତେ କ୍ଷ ଏଥି ସହିତ ସେଲ୍ଫି ରେ ଫଟୋ ଉଠାଇ ଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930