Indus Valley Times

୨୫ ହଜାର ଟଙ୍କା ନେଲା ବେଳେ ଧରାପଡ଼ିଲେ କନିଷ୍ଠ ରାଜସ୍ୱ ସହାୟକ

 Breaking News

୨୫ ହଜାର ଟଙ୍କା ନେଲା ବେଳେ ଧରାପଡ଼ିଲେ କନିଷ୍ଠ ରାଜସ୍ୱ ସହାୟକ

୨୫ ହଜାର ଟଙ୍କା ନେଲା ବେଳେ ଧରାପଡ଼ିଲେ କନିଷ୍ଠ ରାଜସ୍ୱ ସହାୟକ
August 21
18:48 2024

ବୌଦ୍ଧ,୨୧/୮: ଜିଲା ସଂଗ୍ରହାଳୟରେ ଏକ ଆକ୍ୱାରିୟମ୍ ପ୍ରୋଜେକ୍ଟର ବକେୟା ବିଲ୍ ପାସ କରାଇ ଦେବା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜଳରେ ପଡିଛନ୍ତି ସହାୟକ ରାଜସ୍ୱ ଅଧିକାରୀ ଚୌଧୁରୀ ପୁପୁନ ଦାଶ। ୨୦୨୧-୨୨ ରୁ ଏହି କାର୍ଯ୍ୟ ଚାଲିଥିବା ବେଳେ ଏହାର କିଛି ବିଲ୍ ବାକି ରହିଥିଲା, ଯାହାକୁ ପାସ କରାଇ ଦେବା ପାଇଁ ପୁପୁନ ଦାଶ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
ତେବେ ପୂର୍ବରୁ ଖବର ପାଇ ବୁଧବାର ଭିଜିଲାନ୍ସ ଟିମ୍ ପୂର୍ବରୁ ଜାଲ ବିଛାଇ ବସିଥିଲା। ପୁପୁନ ଲାଞ୍ଚ ନେବା ସମୟରେ ତାଙ୍କୁ ତାଙ୍କ ସହିତ ଧରିଥିଲା। ଏହି ମାମଲାରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ପୁପୁନ ଦାଶଙ୍କ ଦୁଇଟି ସ୍ଥାନରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031