Indus Valley Times

ମଦ୍ୟପାନ କରି ‘ମୋ ବସ୍’ ଡ୍ରାଇଭର ଓ କଣ୍ଡକ୍ଟର ନିଲମ୍ବିତ, ସୁରକ୍ଷା ନିୟମ ଯାଞ୍ଚ ବେଳେ ଧରାପଡିଲେ

 Breaking News

ମଦ୍ୟପାନ କରି ‘ମୋ ବସ୍’ ଡ୍ରାଇଭର ଓ କଣ୍ଡକ୍ଟର ନିଲମ୍ବିତ, ସୁରକ୍ଷା ନିୟମ ଯାଞ୍ଚ ବେଳେ ଧରାପଡିଲେ

ମଦ୍ୟପାନ କରି ‘ମୋ ବସ୍’ ଡ୍ରାଇଭର ଓ କଣ୍ଡକ୍ଟର ନିଲମ୍ବିତ, ସୁରକ୍ଷା ନିୟମ ଯାଞ୍ଚ ବେଳେ ଧରାପଡିଲେ
November 09
11:55 2024

ଓଡ଼ିଶା, ୯/୧୧ : ମଦ୍ୟପାନ କରି ଗାଡ଼ି ଚଳାଉଥିବା ‘ମୋ ବସ୍’ ଡ୍ରାଇଭରଙ୍କ ବିରୋଧରେ ଆକ୍ସନ ମୋଡରେ କ୍ରୁଟ୍ । ମଦ ପିଇ ଡ୍ୟୁଟି କରୁଥିବା ଅଭିଯୋଗରେ ଜଣେ ବସ୍ ଗାଇଡ୍ ଓ କ୍ୟାପଟେନଙ୍କୁ ନିଲମ୍ବିତ କରିଛି କ୍ରୁଟ୍। ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ତୁରନ୍ତ ର୍କାଂ୍ୟରୁ ନିଲମ୍ବନ କରାଯାଇଥିବା କ୍ରୁଟ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ସେପଟେ ଏଣିକି ପ୍ରତିଦିନ ମଦ୍ୟପାନ ପରୀକ୍ଷଣ କରାଯିବ ଏବଂ ଧରାପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ କ୍ରୁଟ୍ କହିଛି। ମଦ୍ୟପାନ କରି ଗାଡ଼ି ଚଳାଉଥିବାବେଳେ ଧରାପଡ଼ିଥିଲେ ଡ୍ରାଇଭିଂ ଲାଇସେନ୍ସକୁ ୬ ମାସ ପାଇଁ ରଦ୍ଦ କରାଯିବ। ଏପରିକି ଅନ୍ୟ କୌଣସି ସ୍ଥାନରେ ବି ଗାଡ଼ି ଚଳାଇବାକୁ ସଂପୃକ୍ତ ଡ୍ରାଇଭରଙ୍କୁ ଅନୁମତି ମିଳିବନି ବୋଲି କହିଛି କ୍ରୁଟ୍।
ବିଭିନ୍ନ ସମୟରେ ‘ମୋ ବସ୍’ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁ ନାନା ଦୁର୍ଘଟଣା ଘଟୁଥିବା ଅଭିଯୋଗ ଆସୁଛି। ଏପରିକି ଧନଜୀବନ ବି ଯାଉଛି।ବାରମ୍ବାର ଏଭଳି ଅଘଟଣ ପରେ କ୍ରୁଟ୍ ଆକ୍ସନ ମୋଡକୁ ଆସିଥିବା କୁହାଯାଉଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930