Indus Valley Times

ଅଭାବନୀୟ ଘଟଣା, ଭଉଣୀର ଗଳା କାଟି ନିର୍ମମ ଭାବେ ହତ୍ୟା କଲା ଭାଇ

 Breaking News

ଅଭାବନୀୟ ଘଟଣା, ଭଉଣୀର ଗଳା କାଟି ନିର୍ମମ ଭାବେ ହତ୍ୟା କଲା ଭାଇ

ଅଭାବନୀୟ ଘଟଣା, ଭଉଣୀର ଗଳା କାଟି ନିର୍ମମ ଭାବେ ହତ୍ୟା କଲା ଭାଇ
January 16
12:00 2025

ଗଞ୍ଜାମ, ୧୬/୧: ଭାଇ ନେଲା ଭଉଣୀର ଜୀବନ। ଯେଉଁ ହାତରେ ଭଉଣୀ ନିଜ ରକ୍ଷା ପାଇଁ ରାକ୍ଷୀ ବାନ୍ଧିଥିଲା। ସେଇ ହାତ ଆଜି ଭଉଣୀର ଜୀବନ ନେଇଛି । ଏପରି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଆସିକା ଥାନା ରାଇପୋଲି ଗାଁରେ ଘଟିଛି। ମୃତ ଭଉଣୀ ହେଲେ ଲକ୍ଷ୍ମୀ ମହାନ୍ତି ।
ସୂଚନା ଅନୁସାରେ, ରାଇପୋଲି ଗାଁରେ ପାରିବାରିକ କଳହରୁ ଭାଇ ଉତ୍ୟକ୍ତ ହୋଇ ଭଉଣୀକୁ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଭଉଣୀ ଶିକାର ହୋଇ ମୃତ୍ୟୁ ଘଟିଛି।
ଏହି ଘଟଣା ପରେ ଅଭିଯୁକ୍ତ ଭାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ ଘଟଣାର ତଦନ୍ତ ଜାରି କରିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930