Indus Valley Times

ଦ୍ୱନ୍ଦ୍ୱ ଦୂର ହେଲା: ଫେବୃଆରୀ ୩ ନୁହେଁ ବରଂ ୨ ତାରିଖରେ ପାଳନ କରାଯିବ ସରସ୍ବତୀ ପୂଜା

 Breaking News

ଦ୍ୱନ୍ଦ୍ୱ ଦୂର ହେଲା: ଫେବୃଆରୀ ୩ ନୁହେଁ ବରଂ ୨ ତାରିଖରେ ପାଳନ କରାଯିବ ସରସ୍ବତୀ ପୂଜା

January 30
19:10 2025

ଭୁବନେଶ୍ୱର, ୩୦/୧ : ସରସ୍ୱତୀ ପୂଜାକୁ ନେଇ ଦୂର ହେଲା ସବୁ ଦ୍ୱନ୍ଦ୍ୱ । ଫେବୃଆରୀ ୩ ନୁହେଁ ବରଂ ୨ ତାରିଖରେ ପାଳନ ହେବ ସରସ୍ୱତୀ ପୂଜା। ସରସ୍ୱତୀ ପୂଜା ତାରିଖ ଦ୍ୱନ୍ଦ୍ୱ ଆଜି ଦୂର କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ।
ଫେବୃଆରୀ ୨ ତାରିଖରେ ହିଁ ସର୍ବତ୍ର ପାଳନ ହେବ ସରସ୍ୱତୀ ପୂଜା। ଶ୍ରୀମନ୍ଦିର ନୀତି ପ୍ରଶାସକ ଏନେଇ ସୂଚନା ଦେଇଛନ୍ତି। ବିଧି ଅନୁସାରେ ସେହି ଦିନ ରଥ କାଠ ଅନୁକୂଳ କରାଯିବ ବୋଲି ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930