Indus Valley Times

କଟକରେ ଚାଞ୍ଚଲ୍ୟ, ବେକ କାଟି ମହିଳାଙ୍କୁ ବୀଭତ୍ସ ହତ୍ୟା କଲା ପଡ଼ୋଶୀ

 Breaking News

କଟକରେ ଚାଞ୍ଚଲ୍ୟ, ବେକ କାଟି ମହିଳାଙ୍କୁ ବୀଭତ୍ସ ହତ୍ୟା କଲା ପଡ଼ୋଶୀ

କଟକରେ ଚାଞ୍ଚଲ୍ୟ, ବେକ କାଟି ମହିଳାଙ୍କୁ ବୀଭତ୍ସ ହତ୍ୟା କଲା ପଡ଼ୋଶୀ
February 14
18:19 2025

କଟକ, ୧୪/୨: ସିଲଭର ସିଟି କଟକରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ମହିଳାଙ୍କ କଳାକାଟି ହତ୍ୟା କରାଯାଇଛି । କଟକ ପୋତାପୋଖରୀ ଗାନ୍ଧିପଲ୍ଲୀ ଅଞ୍ଚଳରେ ଘଟିଛି ଏଭଳି ହତ୍ୟାକାଣ୍ଡ । ଘର ଭିତରୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି ପୁଲିସ୍। ତେବେ ମୃତ ମହିଳା ଜଣକ ହେଉଛନ୍ତି ପ୍ରିୟତମା ଦଲେଇ।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଡୋଶୀ ସନ୍ତୋଷ ସିହ୍ନା ନାମକ ବ୍ୟକ୍ତି ପ୍ରିୟତମାଙ୍କୁ ପନିକିରେ ଆକ୍ରମଣ କରି ହତ୍ୟା କରିଛି । ହତ୍ୟା ପରେ ସେ ଫେରାର ହୋଇଯାଇଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଛି । ଅଭିଯୁକ୍ତକୁ ଗିରଫ କରି ଉଜଜଓ ପୋଲିସର ପଚରାଉଚରା କରୁଛି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930