Indus Valley Times

ସର୍ଟ ସର୍କିଟରୁ ବିସ୍ଫୋରଣ : ୨ ବଖରା ଛାତଘର କାନ୍ଥ ଭୁଶୁଡି ପଡି଼ଲା, ଚେତା ହରାଇଲେ ୨ କର୍ମଚାରୀ

 Breaking News

ସର୍ଟ ସର୍କିଟରୁ ବିସ୍ଫୋରଣ : ୨ ବଖରା ଛାତଘର କାନ୍ଥ ଭୁଶୁଡି ପଡି଼ଲା, ଚେତା ହରାଇଲେ ୨ କର୍ମଚାରୀ

ସର୍ଟ ସର୍କିଟରୁ ବିସ୍ଫୋରଣ : ୨ ବଖରା ଛାତଘର କାନ୍ଥ ଭୁଶୁଡି ପଡି଼ଲା, ଚେତା ହରାଇଲେ ୨ କର୍ମଚାରୀ
March 23
20:08 2025

ଜଗତସିଂହପୁର,୨୩/୩: ଜଗତସିଂହପୁର ଜନତା କୋଠି ଛକରେ ଥିବା ବହି ଗୋଦାମରେ ବିସ୍ଫୋରଣ ହେବା ସହ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ବହି ଏବଂ ପାଠ୍ୟ ଉପକରଣ ପୋଡ଼ି ପାଉଁଶ ହୋଇଯାଇଛି।
ଅନ୍ୟପକ୍ଷେ ନିଆଁରେ ୩ଜଣ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜଗତସିଂହପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ବିସ୍ଫୋରଣ ଏତେ ଜୋର ଥିଲା ଯେ, ଗୋଦାମ ଘର କାନ୍ଥ ଫାଟିଯାଇଛି। ହେଲ ବିସ୍ଫୋରଣର କାରଣ ଜଣାପଡି ନାହିଁ। ବାଲିକୁଦା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930