Indus Valley Times

ବିଲରୁ ମିଳିଲା ନବଜାତକର ମୃତଦେହ, ପଲିଥିନ ଭିତରେ ଭର୍ତ୍ତି କରି ଫିଙ୍ଗିଦେଇଥିଲେ

 Breaking News

ବିଲରୁ ମିଳିଲା ନବଜାତକର ମୃତଦେହ, ପଲିଥିନ ଭିତରେ ଭର୍ତ୍ତି କରି ଫିଙ୍ଗିଦେଇଥିଲେ

ବିଲରୁ ମିଳିଲା ନବଜାତକର ମୃତଦେହ, ପଲିଥିନ ଭିତରେ ଭର୍ତ୍ତି କରି ଫିଙ୍ଗିଦେଇଥିଲେ
May 11
11:51 2025

ମୟୁରଭଞ୍ଜ, ୧୧/୫ : ପଲିଥିନ ବ୍ୟାଗରେ ବନ୍ଧା ହୋଇ ପଡିଛି ତିନି-ଚାରି ମାସର ଶିଶୁର ମୃତ ଦେହ । ଏପରି ଅଭାବନୀୟ ଘଟଣା ଘଟିଯାଇଛି ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ପୋଲିସ ଷ୍ଟେସନ ଅନ୍ତର୍ଗତ କୁଆଗୋଠଣା ଗ୍ରାମରେ ।
ମିଳୁଥିବା ସୂଚନା ମୁତାବକ ରବିବାର ସକାଳ ସମୟରେ ସ୍ଥାନୀୟ ଲୋକ ମାନେ କୁଆଗୋଠଣା ପ୍ରାଥମିକ ବିଧ୍ୟାଳେ ନିକଟରେ ଏକ ପଲିଥିନ ବ୍ୟାଗରେ କିଛି ଶକ୍ତ ଭାବେ ବନ୍ଧା ହୋଇ ପଡିଥିବାର ଦେଖିବାକୁ ପାଇଥିଲେ । ଏହାକୁ ଦେଖିବା ବେଳେ ଏଥିରେ ଏକ ନବଜାତକର ମୃତଦେହ ବନ୍ଧା ହୋଇପଡିଥିବାର ଦେଖିବାକୁ ପାଇଥିଲେ । ପ୍ରାଥମିକ ତଦନ୍ତରୁ ଶିଶୁଟିର ବୟସ ତିନିରୁ ଚାରି ମାସର ହେବ ବୋଲି ଅନୁମାନ କରାଯାଉଛି ।
ତେବେ ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031