Indus Valley Times

ପୁଣି ସରକାରୀ ବାବୁଙ୍କ ଘରେ ପଶିଲା ଭିଜିଲାନ୍ସ

 Breaking News

ପୁଣି ସରକାରୀ ବାବୁଙ୍କ ଘରେ ପଶିଲା ଭିଜିଲାନ୍ସ

ପୁଣି ସରକାରୀ ବାବୁଙ୍କ ଘରେ ପଶିଲା ଭିଜିଲାନ୍ସ
July 29
11:14 2025

ଭୁବନେଶ୍ୱର,୨୯/୭: ରାଜକୀୟ ଓ ସଡ଼କ ନିର୍ମାଣ (R&B) ଡିଭିଜନ୍‌ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ମଙ୍ଗଳବାର ଭିଜିଲାନ୍ସ ଟିମ୍ ଏକକାଳୀନ ଭାବେ ୧୦ଟି ସ୍ଥାନରେ ତଦନ୍ତ କରିଛି।
ସୂଚନା ଅନୁଯାୟୀ, ରାଜକିଶୋର ଜେନାଙ୍କ ବିରୋଧରେ ଆୟାବହିର୍ଭୁତ ସମ୍ପତ୍ତି ଅର୍ଜନ ଅଭିଯୋଗ ଆଧାରରେ ଏହି ଚଢ଼ାଉ କରାଯାଇଛି। ଭିଜିଲାନ୍ସ ଟିମ୍ ତାଙ୍କ ବାସଭବନ ସହିତ ଅନ୍ୟ ସମ୍ପର୍କୀୟ ସ୍ଥାନଗୁଡ଼ିକରେ ତଲାସୀ କରୁଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930