Indus Valley Times

ବିଧାନସଭାରେ ରୋଚକ ଦୃଶ୍ୟ, ଉପମୁଖ୍ୟମନ୍ତ୍ରୀଙ୍କ ବାଇଟ ନେଲେ ଉପମୁଖ୍ୟମନ୍ତ୍ରୀ

 Breaking News

ବିଧାନସଭାରେ ରୋଚକ ଦୃଶ୍ୟ, ଉପମୁଖ୍ୟମନ୍ତ୍ରୀଙ୍କ ବାଇଟ ନେଲେ ଉପମୁଖ୍ୟମନ୍ତ୍ରୀ

ବିଧାନସଭାରେ ରୋଚକ ଦୃଶ୍ୟ, ଉପମୁଖ୍ୟମନ୍ତ୍ରୀଙ୍କ ବାଇଟ ନେଲେ ଉପମୁଖ୍ୟମନ୍ତ୍ରୀ
September 18
17:09 2025

ଭୁବନେଶ୍ୱର,୧୮/୯: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ସାମ୍ବାଦିକ ସାଜି ବୁମ୍ ଧରି ପ୍ରଶ୍ନ ପଚାରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ। ପ୍ରଭାତୀଙ୍କୁ ଆଜିର ବିଧାନସଭା ପରିସରରେ ଯେଉଁ ଚନ୍ଦନ ଗଛ ଲଗାଇଲେ ଏନେଇ ସମାଜକୁ କ’ଣ ବାର୍ତ୍ତା ଦେବାକୁ ଚାହିଁବେ ବୋଲି କନକବର୍ଦ୍ଧନ ପ୍ରଭାତୀଙ୍କୁ ପ୍ରଶ୍ନ ପଚାରିଥିଲେ।
ଅନ୍ୟପକ୍ଷରେ ପାଖରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ଏହି ଦୃଶ୍ୟ ବେଶ୍ ହାସ୍ୟରୋଳ ସୃଷ୍ଟି କରିଥିବା ଭିଡିଓରେ ଦେଖିବାକୁ ମିଳିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930