Indus Valley Times

ପ୍ରତିଷ୍ଠା ଦିବସରେ ଅସନ୍ତୋଷ ଝାଡ଼ିଲେ ପ୍ରଭାତ; ପାଣ୍ଡିଆନ ଦମ୍ପତିଙ୍କୁ ଖୋଲା ସମର୍ଥନ, ଦଳର ଶୀର୍ଷ ନେତାଙ୍କ ନାଁ ନେଇ ବର୍ଷିଲେ

 Breaking News

ପ୍ରତିଷ୍ଠା ଦିବସରେ ଅସନ୍ତୋଷ ଝାଡ଼ିଲେ ପ୍ରଭାତ; ପାଣ୍ଡିଆନ ଦମ୍ପତିଙ୍କୁ ଖୋଲା ସମର୍ଥନ, ଦଳର ଶୀର୍ଷ ନେତାଙ୍କ ନାଁ ନେଇ ବର୍ଷିଲେ

December 26
18:28 2025

ଭୁବନେଶ୍ୱର,୨୬/୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି କିନ୍ତୁ ପାଣ୍ଡିଆନ ଦମ୍ପତିଙ୍କୁ ପ୍ରଶଂସା କରିଛନ୍ତି।
ବବି ଦାସ, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ, ପ୍ରତାପ ଜେନା ଓ ସଞ୍ଜୟ ଦାଶବର୍ମାଙ୍କ ନାଁ ନେଇ ବର୍ଷିଛନ୍ତି ପ୍ରଭାତ। ସେ କହିଛନ୍ତି, ଏମାନେ ଅଯଥା ଦଳୀୟ କାର‌୍ୟ୍ୟକ୍ରମରେ ହସ୍ତକ୍ଷେପ ନ କରନ୍ତୁ। ହାରି ଯାଇଥିବା ବିଜେଡି ନେତାଙ୍କୁ ଅନୁରୋଧ କରୁଛି, ସେମାନେ ନିଜ ନିର୍ବାଚନମଣ୍ଡଳୀ ଜଗନ୍ତୁ। ଦଳ ବିଷୟରେ ମୁଣ୍ଡ ପୂରାନ୍ତୁ ନାହିଁ, ମେ ୨୯ର ଚକ୍ରାନ୍ତ ହୁ ହୁ ହୋଇ ଜଳୁଛି।
ପ୍ୟାରୀମୋହନଙ୍କ ପରେ ପାଣ୍ଡିଆନଙ୍କ ଦଳ ପ୍ରତି ଯଥେଷ୍ଟ ଅବଦାନ ଅଛି। ପାଣ୍ଡିଆନଙ୍କ ପାଇଁ ୨୦୧୯ରେ ବିଜୁ ଜନତା ଦଳ ସରକାର ଗଢ଼ିଥିଲା। ଲୋକଙ୍କ ସେବା ପାଇଁ ସେ ଓଇଝ ଭଳି ଚାକିରି ଛାଡ଼ିଛନ୍ତି। ତାଙ୍କ ପ୍ରତି ଅବିଚାର ହେଲେ ମୁଁ ବିରୋଧ କରିବି। ସୁଜାତା କାର୍ତ୍ତିକେୟନଙ୍କ ମଧ୍ୟ ଯଥେଷ୍ଟ ଅବଦାନ ଅଛି, ତାଙ୍କୁ ରାଜ୍ୟସଭା ପଠାଯାଉ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930