ରାଜ୍ୟରେ କରୋନାରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି
![ରାଜ୍ୟରେ କରୋନାରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି](http://indusvalleytimes.com/news/wp-content/uploads/2020/04/coronavirus-death-680x365_c.jpg)
November 03
12:44
2020
ଭୁବନେଶ୍ୱର ,୩/୧୧: ରାଜ୍ୟରେ କରୋନା ସଂକ୍ରମିତ ଦିନକୁ ଦିନ କମୁଥିବା ବେଳେ କୋଭିଡ ମୃତ୍ୟୁ ସଂଖ୍ୟାର ବ୍ରେକ୍ ଲାଗୁନି । ମଙ୍ଗଳବାର ଦିନ ଆଉ ୧୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୫୨ରେ ପହଞ୍ଚି ଯାଇଛି ।