Indus Valley Times

ଗତ ୨୦ ଦିନରେ ସୁନା ଓ ରୂପା ଦରରେ ବ୍ୟାପକ ହ୍ରାସ

 Breaking News

ଗତ ୨୦ ଦିନରେ ସୁନା ଓ ରୂପା ଦରରେ ବ୍ୟାପକ ହ୍ରାସ

ଗତ ୨୦ ଦିନରେ ସୁନା ଓ ରୂପା ଦରରେ ବ୍ୟାପକ ହ୍ରାସ
November 27
12:54 2020

ନୂଆଦିଲ୍ଲୀ ୨୭।୧୧: ଗତ ୨୦ ଦିନରେ ସୁନା ଓ ରୂପା ଦରରେ ବ୍ୟାପକ ହ୍ରାସ ହୋଇଛି । ଏହି ସମୟ ମଧ୍ୟରେ ସରାଫା ବଜାରରେ ସୁନା ଦର ୧୦ ଗ୍ରାମ ପିଛା ୩୫୦୧ ଟଙ୍କା ଶସ୍ତା ହୋଇଛି । ସେହିପରି ରୂପା ଦର ନଭେମ୍ବର ୬ ତାରିଖରୁ ବର୍ତ୍ତମାନ ପର‌୍ୟ୍ୟନ୍ତ କିଲୋପ୍ରତି ୫୬୮୫ ଟଙ୍କା ହ୍ରାସ ପାଇଛି । ଫଳରେ ସୁନା ଦର ୭୨୮୨ ଟଙ୍କା ପ୍ରତି ୧୦ ଗ୍ରାମ ଶସ୍ତା ହୋଇଛି । ଏହାସହ ରୂପା ଦର କିଲୋ ପ୍ରତି ୧୫୭୪୮ ଟଙ୍କା ହ୍ରାସ ହୋଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031