ବାଇକ୍ ପଛରେ ବିନା ହେଲମେଟରେ ବସିଲେ ଗଣିବେ ତଣ୍ଡ
December 05
19:41
2020
ଭୁବନେଶ୍ୱର,୯/୧୨:ବାଇକ୍ ଚଳାଉଥିବା ବ୍ୟକ୍ତି ହେଲ୍ମେଟ୍ ପିନ୍ଧିବା ବାଧ୍ୟତାମୂଳକ ଥିଲା ମାତ୍ର ଏବେ ଏଥିରେ ପରିବର୍ତ୍ତନ କରାଯାଇଛି। ବାଇକ ଚାଳକଙ୍କ ସହ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଟ୍ ପିନ୍ଧିବା ଜରୁରୀ। ଯଦି ଉଭୟ ହେଲ୍ମେଟ୍ ପିନ୍ଧି ନଥିବେ, ତା’ହେଲେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସକୁ ସାମୟିକ ଭାବେ ବାତିଲ କରାଯିବ। ଆଜି ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।