Indus Valley Times

ନୟାଗଡ଼ ମ୍ୟୁନିସିପାଲଟି ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ

 Breaking News

ନୟାଗଡ଼ ମ୍ୟୁନିସିପାଲଟି ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ

June 30
19:30 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୩୦/୬ : ନୟାଗଡ଼ ମ୍ୟୁନିସିପାଲଟି କାଉନସିଲର ସଭାଗୃହ ରେ ପୈାରାଧ୍ୟକ୍ଷା ନିରୁପମା ଖଟେଇ ଙ୍କ ପୈାରହିତରେ ଦୁଇ ଜଣ କର୍ମଚାରୀ ଗୋପାଳ ଚନ୍ଦ୍ର ନାୟକ ଏବଂ ସୁଦର୍ଶନ ମାହାର ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।
ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ରେ ଦୁଇ କର୍ମଚାରୀ ଙ୍କୁ ପୁଷ୍ପ ଗୁଚ୍ଛ ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି ଭାବେ ଗୋଷ୍ଠୀ ସଙ୍ଗଠିକା ପୁଷ୍ପାଞ୍ଜଳି ମହାନ୍ତି ଏବଂ କମ୍ପୁଟର ପ୍ରୋଗ୍ରାମର ସୁନିଲ୍ କୁମାର ମହାପାତ୍ର ଙ୍କ ଓଡ଼ଗାଁ ଏନଏସି ଓ ଦଶପଲ୍ଲା ଏନଏସି କୁ ବଦଳି ହେଉଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ନିର୍ବାହୀ ଅଧିକାରୀ ସ୍ବାତୀ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ କର୍ମଚାରୀ ମାନଙ୍କ ତ୍ୟାଗ, ଅବଦାନ କୁ ଭୁୟଷି ପ୍ରଶଂସା କରିଥିଲେ ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031