Indus Valley Times

ଏବେ ଐଶ୍ୱର୍ଯ୍ୟା ସ୍ୱର୍ଗରୁ ପରୀ ଠାରୁ ସୁନ୍ଦର!!! କାନସ୍ ଠାରେ ନିଜ ସୌନ୍ଦର୍ଯ୍ୟରେ ବିମୋହିତ କଲେ ଉପସ୍ଥିତ ଦର୍ଶକଙ୍କୁ

 Breaking News

ଏବେ ଐଶ୍ୱର୍ଯ୍ୟା ସ୍ୱର୍ଗରୁ ପରୀ ଠାରୁ ସୁନ୍ଦର!!! କାନସ୍ ଠାରେ ନିଜ ସୌନ୍ଦର୍ଯ୍ୟରେ ବିମୋହିତ କଲେ ଉପସ୍ଥିତ ଦର୍ଶକଙ୍କୁ

ଏବେ  ଐଶ୍ୱର୍ଯ୍ୟା ସ୍ୱର୍ଗରୁ ପରୀ ଠାରୁ ସୁନ୍ଦର!!! କାନସ୍ ଠାରେ ନିଜ ସୌନ୍ଦର୍ଯ୍ୟରେ ବିମୋହିତ କଲେ ଉପସ୍ଥିତ ଦର୍ଶକଙ୍କୁ
May 13
11:46 2018

କାନସ୍, ୧୩ ।୫ ।୨୦୧୮ । (ସ୍ୱାଗତିକା ଭୂତିଆ): ଦିନକୁ ଦିନ ତାଙ୍କର ବୟସ ବଢୁଛି, ହେଲେ ସୌନ୍ଦର୍ଯ୍ୟ କମି ବଦଳରେ ଆହୁରି ଝଟକିବାରେ ଲାଗିଛି । ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ପୁଣି ଥରେ ଫ୍ରାନ୍ସର କାନସ୍ ଠାରେ ରେଡ୍ କାର୍ପେଟ୍ରେ ଚାଲି ସେଠାକାର ଉପସ୍ଥିତ ଦର୍ଶକଙ୍କ ସମେତ ସମସ୍ତ ବିଶ୍ୱବାସୀଙ୍କୁ ସୌନ୍ଦର୍ଯ୍ୟର ମୋହରେ ବାନ୍ଧି ପକାଇଛନ୍ତି ।
ଡିଜାଇନର ମାଇକେଲ ସିଙ୍କୋଙ୍କ ଦ୍ୱାରା ପ୍ରସ୍ତୁତ ଏକ ପ୍ରଜାପତି ଆଉଟଫିଟ୍ରେ ସେ ରେଡ୍ କାର୍ପେଟ୍ରେ ଚାଲିଲା ବେଳେ ସମବେତ କ୍ୟାମେରାମ୍ୟାନ ମାନେ ନିଜର ଆଖିକୁ ବିଶ୍ୱାସ କରିପାରିନଥିଲେ । ସେମାନେ ବିଶ୍ୱ ସୁନ୍ଦରୀଙ୍କ ଫଟୋ ତୋଳୁଛନ୍ତି ନା ସ୍ୱର୍ଗର ପରୀଙ୍କର ଫଟୋ ତୋଳୁଛନ୍ତି ଜାଣି ପାରିନଥିଲେ ।
ଐଶ୍ୱର୍ଯ୍ୟା ରାୟ ୨୦୦୨ ମସିହା ଠାରୁ କାନସ୍ର ରେଡ୍ କାର୍ପେଟ୍ରେ ଚାଲି ଆସୁଛନ୍ତି । ତାଙ୍କର ସଫଳତା ସର୍ବଦା ଭାରତକୁ ଗର୍ବିତ କରଆସିଅଛି ।
ତଳେ ପଢନ୍ତୁ, ଇଂରାଜୀ ଗଣମାଧ୍ୟମ ତାଙ୍କ ସମ୍ପର୍କରେ କଣ କହିଛନ୍ତି ।

the first name that might spring to any Indian’s mind hearing Cannes would most likely be Aishwarya Rai Bachchan.
Since 2002, the actress has been making headlines and India proud with her appearances on the red carpet, luring several of her female counterparts to the French Riviera over the years.
Her presence on the red carpet was no different this time as she dazzled in a Michael Cinco number for the screening of ‘Girls of the Sun (Les Filles du Soleil).’
The actress looked too beautiful in a butterfly-style sequined mermaid gown with peacock print, plunging neckline and a long tail.
With filled eyebrows, matching earrings, highlighted eyes and straightened hair with hint of red streaks kept open, Aishwarya surely made the red carpet her own.Aishwarya Rai Bachchan at Cannes. (Photo: AP/AFP)

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031