Indus Valley Times

Odia News

ଭଡ଼ା ଘରେ ଅତର୍କିତ ରେଡ୍‌: ତକିଆ ଖୋଳରୁ ମିଳିଲା ପୁଳା ପୁଳା ଟଙ୍କା, ବ୍ରାଉନସୁଗାର୍

ଭଦ୍ରକ୍‌, ୯/୧୨ : ବ୍ରାଉନ୍‌ସୁଗର ମାଫିଆଙ୍କ ଘରେ ହୋଇଥିଲା ରେଡ୍‌। ଆଉ ଚଢଉ ବେଳେ ମୁଢି, ମିକ୍ସଚର, ଚାଉଳ ଡବାରୁ ବାହାରିଥିଲା ପୁଳା ପୁଳା ଟଙ୍କା। ଏତେ ଟଙ୍କା ବାହାରିଥିଲେ ଯେ ହାତରେ ଗଣି ପାରିନଥିଲା। ତେଣୁ ଟଙ୍କା ଗଣିବା ପାଇଁ

Read Full Article

୫ ବର୍ଷରେ ୫୯ ହଜାର ୪୩୭ ଲୋକ ଅନଲାଇନ ଟ୍ରେଡିଙ୍ଗ ଠକେଇର ଶିକାର ହୋଇଛନ୍ତି

ଭୁବନେଶ୍ୱର, ୯/୧୨: ଏବେ ସମ୍ପୂର୍ଣ୍ଣ ବିଶ୍ୱର ଯୁବପୀଢ଼ୀ ଅନଲାଇନ ଟ୍ରେଡିଂରେ ପାଗଳ । ଟ୍ରେଡିଂରେ ପଇସା ଲଗାଇ ରାତାରାତି ଧନୀ ହେବାର ନିଶା ଆଜିକାଲିର ଯୁବପୀଢ଼ୀ କିମିୟାଁ କରିଛି । କିନ୍ତୁ ଅନଲାଇନ ଟ୍ରେଡ଼ିଂର ମାୟା ଜାଲର ଶୀକାର ହୋଇଯାଉଛନ୍ତି ଲୋକ

Read Full Article

ବିଧାନସଭାରେ ଦୁଇ କଂଗ୍ରେସ ବିଧାୟକ କଥା କଟାକଟି

ଭୁବନେଶ୍ୱର, ୯/୧୨ : ପୁଣି ଥରେ ପଦାରେ ପଡ଼ିଛି କଂଗ୍ରେସ କଳି । ଏଥର ବିଧାନସଭା ଗୃହ ଭିତରେ । ଅଧିବେଶନ ଚାଲିଥିବାବେଳେ ଦୁଇ କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗୋ ଓ ସି ଏସ୍ ରାଜନ ଏକ୍କା ମଧ୍ୟରେ କଥାକଟି ହୋଇଥିବା

Read Full Article

ବାଲେଶ୍ୱର ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ୱର, ୯/୧୨ : ବାଲେଶ୍ୱର ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ସତ୍ୟ ଶିବ ସୁନ୍ଦର ଦାଶ, , ଅଧ୍ୟକ୍ଷା ଗୋପାମୁଦ୍ରା ମହାପାତ୍ର,ଉପାଧ୍ୟକ୍ଷ ଉତ୍ପଳ ମହାନ୍ତି ପ୍ରମୁଖ ଉଦଘାଟନ କରିଥିଲେ । ସମ୍ପାଦକ ଅରିଜିତ

Read Full Article

ରାଜ୍ୟସଭା ଉପନିର୍ବାଚନ: ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ସୁଜିତ କୁମାର

ଭୁବନେଶ୍ୱର,୯/୧୨: ଭାଜପାରୁ ରାଜ୍ୟ ସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ସୁଜିତ କୁମାର। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ,

Read Full Article

ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ ; ଇନ୍‌ପୁଟ ସହାୟତା ବାବଦକୁ ଆଉ ୮ଶହ ଟଙ୍କା ପାଇବେ ଚାଷୀ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ ବରଗଡ଼, ୮/୧୨ : ବରଗଡ଼ ଜିଲ୍ଲା ସୋହେଲା ଠାରେ ଧାନର ସର୍ବନିମ୍ନ ସହାୟତା ମୂଲ୍ୟ କୁଇଣ୍ଟାଲ ପିଛା ୨୩ ଶହ ଟଙ୍କା ଉପରେ

Read Full Article

କେନ୍ଦ୍ରୀୟ ଡେପୁଟେସନରେ ଗଲେ ପାଣ୍ଡିଆନଙ୍କ ସହଯୋଗୀ ଆଇପିଏସ୍‌ଡି.ଏସ୍ କୁଟ୍ଟେ

ଭୁବନେଶ୍ବର,୮/୧୨ : ଓଡ଼ିଶା ପୋଲିସର ଅନ୍ୟତମ ଚର୍ଚ୍ଚିତ ଅଧିକାରୀ ଧୀରେନ୍ଦ୍ର ସମ୍ଭାଜୀ କୁଟ୍ଟେ(ଡିଏସ କୁଟ୍ଟେ) କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବେ। ତାଙ୍କୁ କେନ୍ଦ୍ର ସରକାର ବିଏସଏଫ ଆଇଜି ଭାବେ

Read Full Article

ଅରଡ଼ବଜାରରୁ ଦୁଇ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ : ଜଣେ ଗିରଫ, ଜଣେ ଫେରାର

ବାଲେଶ୍ୱର,୮/୧୨: ବାଲେଶ୍ୱର ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅଡ଼ରବଜାରର ଜଣେ ବ୍ରାଉନ୍‌ସୁଗାର ବ୍ୟବସାୟୀଙ୍କ ଘରେ ଚଢ଼ାଉ କରାଯାଇ ୨କିଲୋ ଗ୍ରାମ୍ ବ୍ରାଉନ୍‌ସୁଗାର

Read Full Article

ବିଡ଼ାନାସୀରେ ଡ୍ରେନ୍ କାମ ବେଳେ ଭୁଶୁଡ଼ିଲା ପାଚେରୀ : ଜଣେ ଶ୍ରମିକ ମୃତ, ଜଣେ ଗୁରୁତର

କଟକ, ୮/୧୨: କଟକରେ ଡ୍ରେନ କାମ ବେଳେ ଅଘଟଣ ଘଟିଛି। କଟକର ବିଡାନାସୀରେ ଅଭାବନୀୟ ଘଟଣା ଘଟିଛି। ଡ୍ରେନ ମରାମତି କାମ ଚାଲିଥିଲା ବେଳେ କାନ୍ଥ ପଡ଼ି

Read Full Article

ଚାଷୀଙ୍କ ଖାତାକୁ ଗଲା ୮୦୦ ଟଙ୍କା ଇନ୍‌ପୁଟ୍ ସବ୍‌ସିଡି, ବରଗଡ଼ ସୋହେଲା ଚାଷୀ ସମାବେଶରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮/୧୨: ଖାତାକୁ ଗଲା ଟଙ୍କା। ବରଗଡ଼ ସୋହେଲାରେ ଚାଷୀଙ୍କୁ ଇନପୁଟ ସହାୟତା ପ୍ରଦାନ କରିଛନ୍ତି ମୋହନ ସରକାର। ଚାଷୀଙ୍କ ଖାତାକୁ ଆସିଛି ୮୦୦ ଟଙ୍କାର ଇନପୁଟ ସହାୟତା।

Read Full Article

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031