Indus Valley Times

Odia News

ପଟ୍ଟାମୁଣ୍ଡାଇରେ ତୁରଭୁଜ ଖାଇ ପରିବାର ୫ ଜଣ ଅସୁସ୍ଥ, ଜଣେ ନାବାଳକ ମୃତ

    ପଟ୍ଟାମୁଣ୍ଡାଇରେ ତୁରଭୁଜ ଖାଇ ପରିବାର ୫ ଜଣ ଅସୁସ୍ଥ, ଜଣେ ନାବାଳକ ମୃତ

ପଟ୍ଟାମୁଣ୍ଡାଇ,୧୬/୫ : କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଞ୍ଚଳର କୁପୁଣି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ତରଭୁଜ ଖାଇ ଗୋଟିଏ ପରିବାରର ଜଣେ ନାବାଳକଙ୍କର ଜୀବନ ଯାଇଥିବାବେଳେ ଅନ୍ୟ ୩ ଜଣ ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି। ଖାଦ୍ୟ

Read Full Article

ମୋରମ ମାଫିଆଙ୍କ ଆତଙ୍କରାଜ, ଖଣି ଅଧିକାରୀଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ !

    ମୋରମ ମାଫିଆଙ୍କ ଆତଙ୍କରାଜ, ଖଣି ଅଧିକାରୀଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ !

ଖଇରା,୧୬/୫: ବାଲେଶ୍ୱର ଜିଲା ଅନ୍ତର୍ଗତ ଖଇରାରେ ଅଧିଷ୍ଠିତ କନିଷ୍ଠ ଖଣି ଅଧିକାରୀଙ୍କୁ ମୋରମ ମାଫିଆମାନେ ଆକ୍ରମଣ କରିଛନ୍ତି। ଗାଡ଼ିକାଚ ଭାଙ୍ଗିବା ନେଇ ଖଣି ଅଧିକାରୀ ଅଭିଷେକ ବେହେରା ଖଇରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କୁପାରି ଅଞ୍ଚଳରେ ରାତିରେ ମୋରମ ଚୋରା

Read Full Article

ମିଛ ଆରେଷ୍ଟକୁ ନେଇ ବଦନାମ ମୁଣ୍ଡାଇଲା ନୟାଗଡ଼ ପୋଲିସ

    ମିଛ ଆରେଷ୍ଟକୁ ନେଇ ବଦନାମ ମୁଣ୍ଡାଇଲା ନୟାଗଡ଼ ପୋଲିସ

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୫/୫ : ଭୁଲ କାହାର । ଦୋଷୀ ଜଣେ ଦଣ୍ଡ ପାଉଛି ଅନ୍ୟ ଜଣେ । ମିଛ ଆରେଷ୍ଟ କୁ ନେଇ ବଦନାମ ମୁଣ୍ଡାଇଲା ନୟାଗଡ଼ ପୋଲିସ । ନୟାଗଡ଼ ପୋଲିସର ଏଭଳି ଅଜବ ନୀତି

Read Full Article

ବୌଦ୍ଧରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୫/୫: ଆଜି ବୌଦ୍ଧ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମାନ୍ୟବର ବିଧାୟକ,

Read Full Article

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି

  ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି

ଭୁବନେଶ୍ବର, ୧୫/୫: ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି । ସମୁଦାୟ ମହଙ୍ଗା ଭତ୍ତା ୫୮ ରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଲା

Read Full Article

ନିର୍ବାଚନ କମିଶନଙ୍କ ବଡ଼ ସୂଚନା: ଭୋଟର ଲିଷ୍ଟରୁ ବାଦ୍ ପଡ଼ିଛନ୍ତି ୯ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

  ନିର୍ବାଚନ କମିଶନଙ୍କ ବଡ଼ ସୂଚନା: ଭୋଟର ଲିଷ୍ଟରୁ ବାଦ୍ ପଡ଼ିଛନ୍ତି ୯ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

ଭୁବନେଶ୍ୱର, ୧୫/୫: ଓଡ଼ିଶାରେ ଆସନ୍ତା ମେ’ ୩୦ରୁ ଆରମ୍ଭ ହେବ ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ୍ (SIR)।ଏନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ଭୋଟର

Read Full Article

ଲୋକଙ୍କ ଭିଡ଼ ଯୋଗୁଁ ତେଲର ୫୦% ଚାହିଦା ବଢିଛି, ଜାରକିନ ଆଣି ଟାଙ୍କିରେ ଭିଡ଼ କରନ୍ତୁ ନାହିଁ

  ଲୋକଙ୍କ ଭିଡ଼ ଯୋଗୁଁ ତେଲର ୫୦% ଚାହିଦା ବଢିଛି, ଜାରକିନ ଆଣି ଟାଙ୍କିରେ ଭିଡ଼ କରନ୍ତୁ ନାହିଁ

ଭୁବନେଶ୍ୱର, ୧୫/୫: ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲକୁ ନେଇ ହାହାକାର ପଡ଼ୁଛି । ତେବେ ରାଜ୍ୟରେ ପ୍ରଚୁର ପରିମାଣରେ ତୈଳ ମହଜୁତ ଅଛି । ତେଣୁ ଲମ୍ବା

Read Full Article

ବେଆଇନ ଦେଶୀ ନିର୍ମିତ ଅସ୍ତ୍ରଶସ୍ତ୍ର ନିର୍ମାଣ ୟୁନିଟ୍ ଠାବ : ୪୨ ଟି ଦେଶୀ ବନ୍ଧୁକ ଜବତ , ୧୫ ଗିରଫ

  ବେଆଇନ ଦେଶୀ ନିର୍ମିତ ଅସ୍ତ୍ରଶସ୍ତ୍ର ନିର୍ମାଣ ୟୁନିଟ୍ ଠାବ : ୪୨ ଟି ଦେଶୀ ବନ୍ଧୁକ ଜବତ , ୧୫ ଗିରଫ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୧୪/୫ : କନ୍ଧମାଳ ଜିଲ୍ଲାରେ ଅପରାଧ ଓ ଅପରାଧୀଙ୍କ ନିୟନ୍ତ୍ରଣ ସହ ଆଇନଶୃଙ୍ଖଳା ବ୍ୟବସ୍ଥା କୁ ବଜାୟ ରଖିବା ପାଇଁ କନ୍ଧମାଳ

Read Full Article

ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଟ୍ରିପଲ -ଏ ର ସଫଳତା

  ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଟ୍ରିପଲ -ଏ ର ସଫଳତା

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା,୧୪/୫: ଚଳିତ ବର୍ଷ ସିବିଏସଇ ପରୀକ୍ଷାରେ ଖୋରଧା ଅଗ୍ରଣୀ ଶିକ୍ଷାନୁଷ୍ଠାନ ଟ୍ରିପଲ-ଏ ର ଛାତ୍ରୀଛାତ୍ର ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି ।ବିଦ୍ୟାଳୟର

Read Full Article

୧୨ରୁ ୨୧ଜୁନ୍ ଯାଏଁ ପାଳନ ହେବ ସରକାରଙ୍କ ୨ ବର୍ଷ ପୂର୍ତ୍ତି, ଉତ୍ସବ ପରିବର୍ତ୍ତେ ତଥ୍ୟ ପ୍ରସାର ଉପରେ ଅଧିକ ଫୋକସ୍

  ୧୨ରୁ ୨୧ଜୁନ୍ ଯାଏଁ ପାଳନ ହେବ ସରକାରଙ୍କ ୨ ବର୍ଷ ପୂର୍ତ୍ତି, ଉତ୍ସବ ପରିବର୍ତ୍ତେ ତଥ୍ୟ ପ୍ରସାର ଉପରେ ଅଧିକ ଫୋକସ୍

ଭୁବନେଶ୍ୱର, ୧୪/୫ : ନିରାଡମ୍ବର ହେବେ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବ । ଚାକଚକ୍ୟ ଉତ୍ସବ ପାଳନ ବଦଳରେ କେବଳ ତଥ୍ୟ ଭିତ୍ତିକି ପ୍ରଚାର ପ୍ରସାର

Read Full Article

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031