Indus Valley Times

Odia News

ଲୋକସଭାରେ ନାଗରିକତା ବିଲ୍ ପାସ୍ , ସପକ୍ଷରେ ୩୧୧

ନୂଆଦିଲ୍ଲୀ,୧୦/୧୨: ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ଅଣମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତା ପ୍ରଦାନ ପାଇଁ କେନ୍ଦ୍ର ସରକାର ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ୍(ସିଏବି) ଆଜି ଲୋକସଭାରେ ପାରିତ ହୋଇଛି। ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟ ଧରି ବିତର୍କ ହେବା

Read Full Article

ନୂଆ ବର୍ଷରେ କମିବ ପିଆଜ ଦର : ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର, ୯ ।୧୨ : ଚଳିତ ମାସ ଶେଷ କିମ୍ବା ଆସନ୍ତା ମାସ ପ୍ରଥମରୁ ପିଆଜ ଦର କମିବ । ଅର୍ଥାତ୍ ନୂଆବର୍ଷରେ ପିଆଜ ଦର କମିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ସୋମବାର

Read Full Article

କେନ୍ଦ୍ରୀୟ ବିଦ୍ୟାଳୟ-୩ର ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା: ବଦଳିଲେ ଅଭିଯୁକ୍ତ ଶିକ୍ଷୟିତ୍ରୀ

ଭୁବନେଶ୍ୱର, ୯ ।୧୨ : ରାଜଧାନୀ ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ – ୩ର ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣାରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଉପ କମିସନର ପିଇଟି ଶିକ୍ଷୟିତ୍ରୀ ସୂର୍ଯ୍ୟମଣି ପଟ୍ଟନାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମିଳିଥିବା

Read Full Article

ତାଳଚେର ବିଧାୟକଙ୍କ ଗାଡି ପୋଡି ପ୍ରସଙ୍ଗରେ:ଏମସିଏଲ ଓ ପୋଲିସର ଭୁମିକା ରହସ୍ୟମୟ- କାଳନ୍ଦି ସାମଲ

ଭୁବନେଶ୍ୱର,୯ ।୧୨: ତାଳଚେର ବିଧାୟକଙ୍କର ଗାଡି ପୋଡିଯାଇଥିବାର ଖବର ଆସିଛି । ତାଳଚେରର ଭରତପୁର ଅଂଚଳରେ ଯେଉଁ ସ୍ଥାନରେ ଗାଡି ପୋଡିଛି ତାହା ଏମସିଏଲର ଯାଗା । କାହିଁକି ଏମସିଏଲର ଯାଗାରେ ବିଧାୟକ ତାଙ୍କର କ୍ୟାମ୍ପ ଅଫିସ କରିଥିଲେ ଓ ଏମସିଏଲ

Read Full Article

ତାଳଚେର ବିଧାୟକଙ୍କ ଗାଡି ପୋଡିଲେ ଦୁର୍ବୃତ

ଭୁବନେଶ୍ୱର,୯ ।୧୨: ତାଳଚେରର ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନ ନିଜର କ୍ୟାମ୍ପ ଅଫିସରେ ଶୋଇଥିବା ବେଳେ ତାଙ୍କୁ ତାଲା ପକାଇ ଦୁର୍ବୁତ ମାନେ ତାଙ୍କର ଗାଡିକୁ

Read Full Article

ବରିଷ୍ଠ କଂଗ୍ରେସ ନେତା ଭାଗବତ ପ୍ରସାଦ ମହାନ୍ତିଙ୍କ ବିୟୋଗରେ କଂଗ୍ରେସ ଭବନରେ ଶ୍ରଦ୍ଧାଞ୍ଜଳି ଅର୍ପଣ

ଭୁବନେଶ୍ୱର,୯ ।୧୨: ରବିବାର ଦିନ ବରିଷ୍ଠ କଂଗ୍ରେସ ନେତା ତଥା ପ୍ରାକ୍ତନ ମର୍ନ୍ତୀ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କର ମରଶରୀର ପୂର୍ବାହ୍ନ ଘ. ୧୦.୩୦ ମି. ସମୟରେ

Read Full Article

ଉକ୍ରଳ ବିଶ୍ୱବିଦ୍ୟାଳୟର ପ୍ଟାଟିନମ ଜୁବୁଲୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଷ୍ଟ୍ରପତି

ବିିଶ୍ୱବିଦ୍ୟାଳୟ ବିଚାରର ବଡ କେନ୍ଦ୍ର ହେଲେ ଏକାଙ୍ଗୀ ନୁହେଁ, ଏହା ସମାଜର ଅଂଶବିଶେଷ – ରାଷ୍ଟ୍ରପତି ଭୁବନେଶ୍ୱର,୯ ।୧୨: ଉକ୍ରଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବୁଲି କାର୍ଯ୍ୟକ୍ରମରେ ଉଦବୋଧନ

Read Full Article

‘ଦୁଷ୍କର୍ମର ରାଜଧାନୀ ପାଲଟିଛି ଭାରତ’

ୱେନାଡ଼,୭ ।୧୨: ମହିଳାଙ୍କ ସୁରକ୍ଷାକୁ ପ୍ରସଙ୍ଗ କରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଳ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ବିଶ୍ୱରେ ଭାରତ ଦୁଷ୍କର୍ମର ରାଜଧାନୀ

Read Full Article

୪୦ ଟି ଖଣିର ହେବ ରିଟେଣ୍ଡର

ଭୁବନେଶ୍ୱର,୪ ।୧୧: ୨୦୨୦ ସୁଦ୍ଧା ଲିଜ୍ ଅବଧି ସରୁଥିବା ୪୦ଟି ଖଣି ଗୁଡିକର ଲିଜ୍ ସମ୍ପ୍ରସାରଣ କରାଯିବ ନାହିଁ । ସେଗୁଡିକର ପୁଣି ଥରେ ଟେଣ୍ଡର କରିବାକୁ

Read Full Article

ବୁଲବୁଲ୍ ପାଇଁ ଓଡିଶାକୁ କେନ୍ଦ୍ରର ୫୫୨ କୋଟି ଟଙ୍କାର ସହାୟତା ଘୋଷଣା

ଭୁବନେଶ୍ୱର,୪ ।୧୧: ସାମୁଦ୍ରିକ ବାତ୍ୟା ବୁଲବୁଲ ପ୍ରଭାବରେ କ୍ଷତିଗ୍ରସ୍ତ ଓଡିଶା ରାଜ୍ୟକୁ କେନ୍ଦ୍ର ସରକାର ୫୫୨ କୋଟି ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏଥିପାଇଁ

Read Full Article

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930