Indus Valley Times

Odia News

ରାଜ୍ୟର ୯ କଂଗ୍ରେସ ବିଧାୟକଙ୍କୁ ଏଆଇସିସିର ଦିଲ୍ଲୀ ଡାକରା, ସୂଚନା ଦେଲେ ବିଧାୟକ ତାରା ବାହିନୀପତି

ଭୁବନେଶ୍ୱର ୨୧/୬: ଡାକରା ଆସିଛି । ଦିଲ୍ଲୀ ଯିବେ ରାଜ୍ୟ କଂଗ୍ରେସର ବିଧାୟକ । ରାଜ୍ୟର ୯ କଂଗ୍ରେସ ବିଧାୟକଙ୍କୁ AICC ପକ୍ଷରୁ ଦିଲ୍ଲୀ ଡାକରା ଆସିଛି ।ସମସ୍ତେ ଆଜି ସନ୍ଧ୍ୟାରେ ଦିଲ୍ଲୀ ଅଭିମୁଖେ ବାହାରିବେ । ଏନେଇ ବିଧାୟକ ତାରାପ୍ରସାଦ

Read Full Article

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୩ ଜଣ କରୋନା ପଜିଟିଭ୍ ଚିହ୍ନଟ , ୧୮ ବର୍ଷ ବୟସ ମଧ୍ୟରେ ୫ଜଣ ସଂକ୍ରମିତ

ଭୁବନେଶ୍ୱର ୨୧/୬ : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୩ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା

Read Full Article

ନିରୋଗ ଜୀବନକୁ ବିଶ୍ୱାସ ଦେଉଛି ଯୋଗ, ଏହାକୁ ନିଜର କରିପାରିଲେ ଭଲ: ପ୍ରଧାନମନ୍ତ୍ରୀ ମୋଦୀ

    ନିରୋଗ ଜୀବନକୁ ବିଶ୍ୱାସ ଦେଉଛି ଯୋଗ, ଏହାକୁ ନିଜର କରିପାରିଲେ ଭଲ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ, 21/6: ‘ଯୋଗ ଆଜି ବିଶ୍ୱର ସ୍ୱାସ୍ଥ୍ୟକୁ ନୂଆ ବାଟ ଦେଖାଇଛି। ପୂର୍ବରୁ ଯାହା ଘର ଭିତରେ ସୀମିତ ଥିଲା, ଆଜି ତାହା ସାରା ବିଶ୍ୱରେ ପହଞ୍ଚିଛି। ଯୋଗ କୌଣସି ବ୍ୟକ୍ତି ପାଇଁ ନୁହେଁ, ସମଗ୍ର ମାନବ ଜାତି ପାଇଁ ଉଦ୍ଦିଷ୍ଟ

Read Full Article

ବୌଦ୍ଧ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୧/୬: ସୋମବାର ଦିନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ସମୁଦାୟ ୪୬ ଗୋଟି ଆପତ୍ତି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ

Read Full Article

ରୋମରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ: ପୋପ୍‌ଙ୍କୁ ଭେଟିବା ସହ ଡବ୍ୟୁଏଫ୍‌ପିରେ ସାମିଲ ହେବେ ନବୀନ

  ରୋମରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ: ପୋପ୍‌ଙ୍କୁ ଭେଟିବା ସହ ଡବ୍ୟୁଏଫ୍‌ପିରେ ସାମିଲ ହେବେ ନବୀନ

ଭୁବନେଶ୍ୱ,୨୦/୬: ଆଜି ଇଟାଲୀର ରୋମ ସହରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନିବିନ ପଟ୍ଟନାୟକ । ସେଠାରେ ପହଞ୍ଚିବା ପରେ ନବୀନ ଇଟାଲୀରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ନୀନା ମାଲହୋତ୍ରାଙ୍କୁ

Read Full Article

ଗଜପତି: ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ଶିଶୁଙ୍କ ଚକ୍ଷୁର ଦୃଷ୍ଟି ପଟଳ ସମସ୍ୟା ସମ୍ପର୍କିତ ପରୀକ୍ଷା ଶିବିର

ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୦/୬ : ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସା୍ଳୟର ପ୍ରସୂତି କାଳୀନ ଏବଂ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ

Read Full Article

ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର, ୨୦/୬: ଦକ୍ଷିଣ- ପଶ୍ଚିମ ମୋସୁମୀ ବାୟୁ ସମଗ୍ର ରାଜ୍ୟକୁ ଅଗ୍ରସର ହୋଇଯାଇଛି। ଏପରିସ୍ଥିତିରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ତମାମ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ

Read Full Article

ଡ଼ାକ୍ତର ପରିବାରର ୯ ଜଣ ସଦସ୍ୟ ବିଷ ପିଇ କଲେ ଆତ୍ମହତ୍ୟା, ଚାରିଜଣ ମହିଳା ଓ ପାଞ୍ଚ ଜଣ ପୁରୁଷ

  ଡ଼ାକ୍ତର ପରିବାରର ୯ ଜଣ ସଦସ୍ୟ ବିଷ ପିଇ କଲେ ଆତ୍ମହତ୍ୟା, ଚାରିଜଣ ମହିଳା ଓ ପାଞ୍ଚ ଜଣ ପୁରୁଷ

ମୁମ୍ବାଇ, ୨୦/୬: ଜଣେ କି ୨ ଜଣ ନୁହଁ। ଏକାଥରକେ ଗୋଟିଏ ପରିବାରର ୯ ଜଣ ଜୀବନ ହାରିଛନ୍ତି। ଜୀବନ ଯନ୍ତ୍ରଣାର ଭାରକୁ ସହିନପାରି ଏମାନେ ମୃତ୍ୟୁକୁ

Read Full Article

ଆରଟିଆଇ ପରିସରକୁ ଆସିଲା ଭିଜିଲାନ୍ସ : ହାଇକୋର୍ଟ

  ଆରଟିଆଇ ପରିସରକୁ ଆସିଲା ଭିଜିଲାନ୍ସ : ହାଇକୋର୍ଟ

କଟକ, ୨୦/୬: ଆରଟିଆଇ ପରିସରକୁ ଆସିଲା ଭିଜିଲାନ୍ସ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ ।ଦୁର୍ନୀତି ଓ ମାନବାଧିକାର ଉଲ୍ଲଂଘନ

Read Full Article

ବଡଦାଣ୍ଡରେ ଅଭାବନୀୟ ଘଟଣା : ପିକଅପ୍ ଭ୍ୟାନ୍ ଧକ୍କାରେ ୨ ପର୍ଯ୍ୟଟକ ଆହତ

ପୁରୀ ୨୦/୬: ପୁରୀ ବଡଦାଣ୍ଡରେ ଅଭାବନୀୟ ଘଟଣା । ଭାରସାମ୍ୟ ହରାଇ ଏକ ପିକଅପ୍ ଭ୍ୟାନ୍ ନନ୍ଦିଘୋଷ ରଥ ଆଡକୁ ମାଡିଯାଇଥିଲା ।ଫଳରେ ଦୁଇ ଜଣ ପର୍ଯ୍ୟଟକ

Read Full Article

Archives

Calendar

January 2025
M T W T F S S
 12345
6789101112
13141516171819
20212223242526
2728293031