ଭୁବନେଶ୍ୱର, ୧୪/୧୨ : ଶୀତରେ କଲବଲ ପୂରା ରାଜ୍ୟ। ପ୍ରବଳ ଡରାଇଲାଣି ଥଣ୍ତା। ଏମିତି ଲମ୍ବା ସମୟ ପ୍ରକୋପ ବହୁତ ବର୍ଷ ହେଲା ଅନୁଭୂତ ହୋଇନଥିଲା ।ଡିସେମ୍ବର ମାସରେ ଏପର୍ଯ୍ୟନ୍ତ ଲଗାତାର ୮ ଦିନ ଶୀତ ଲହରି ଅନୁଭୂତ ହେଲାଣି। ନଭେମ୍ବରରେବି
Technology
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ, ୧୪/୧୨ : ବ୍ୟକ୍ତି ମର୍ଯ୍ୟାଦା ଓ ଜୀବନ ଧ।ରଣ ମାନ ର ଉନ୍ନତି କୁ ଗୁରୁତ୍ୱ ଦେଇଛି ସମ୍ବିଧାନ। ସମ୍ବିଧାନର ମୌଳିକ ସମ୍ବେଦନ। ରହିଛି ।ବର୍ଷକୁ ୬୦ ଦିନ ବିଧାନ ସଭା ବସିବା କଥା। ମାତ୍ର
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା,୧୩/୧୨ : ଜଟଣୀ ସହରରେ ପ୍ରଥମ କରି ଡିସେମ୍ବର ୨୧ ରେ ହେବାକୁ ଥିବା ପଥ ଉତ୍ସବ ପାଇଁ ଆଜି ମଞ୍ଚ ପୁଜା ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି।ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ତଥା ସମାଜ
ଗଜପତି : ଜିଲ୍ଲାସ୍ତରୀୟ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ , ୨୫ ଲକ୍ଷ ୨୦ହଜାର ୬୭୯ ଟଙ୍କା ଆଦାୟ
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୩/୧୨ : ନୂଆଦିଲ୍ଲୀ ସ୍ଥିତ ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ପୃଷ୍ଠପୋଷକତାରେ ଆଜି ଗଜପତି
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୩/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ବନ ବିଭାଗ କଲୋନୀ ପରିସରରୁ ଏକ ବନସୁନ୍ଦରୀ ବା ପାହାଡିଆ ଚିତି ସାପ ବନ
ଭୁବନେଶ୍ୱର, ୧୩/୧୨ : ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ। ନିଆଁ ଲାଗି ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର ପୋଡ଼ି ପାଉଁଶ
କେନ୍ଦ୍ରାପଡ଼ା, ୧୩/୧୨ : କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରି ଥାନା କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟିଛି ଚାଞ୍ଚଲ୍ୟ ଘଟଣା। ନବମ ଶ୍ରେଣୀ ଛାତ୍ର ପକେଟରୁ ବାହାରିଲା ବନ୍ଧୁକ।
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୧୩/୧୨ : ବୌଦ୍ଧ ଜ଼ିଲ୍ଲା ସ୍ଥିତ ଅଗ୍ରଣୀ ବ୍ୟାଙ୍କ ପକ୍ଷରୁ ଅଦ୍ୟ ତା. ୧୨ ଡିସେମ୍ବର, ୨୦୨୫ ( ଶୁକ୍ରବାର )
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୧୨/୧୨ : ଆଜି ଦିନ ଅପରାହ୍ନ ୪.୩୦ ସମୟରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ବଡ଼ବେରଣା ଉଚ୍ଚ ପ୍ରାଥମିକ
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୨/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ବେଲଘର ରେଞ୍ଜ୍ ଝିରିପାଣି ଅଞ୍ଚଳ କର୍ଜଣ୍ଡି ଜଙ୍ଗଲରେ ରେ ଦନ୍ତା ହାତୀର ମୃତ୍ୟୁ ହୋଇଥିବା






