ଭୁବନେଶ୍ୱର, ୨୩/୬: ଗୁରୁବାର ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୪ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୨୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।ସେହିଭଳି
Technology
କମ୍ଭୁୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୨/୬ : ଜିଲ୍ଲାର କଣ୍ଟାମାଳ ବ୍ଲକ ଗୁଡଭେଲିପଦର ପଂଚାୟତର ପୁରୁଣାପାଣି-ଖଇରମାଳ ରାସ୍ତା ନିର୍ମାଣ ଦାବିରେ ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଖୋଲା ଆକାଶତଳେ ଟାଣା ଖରାରେ ଦୀର୍ଘ ସମୟ ଧରି ଧାରଣାରେ ବସି ରହିବା
ସଞ୍ଜୟ ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ,୨୨/୬: ବର୍ତ୍ତମାନ ସମୟରେ ଡିଜିଟାଲ୍ କାରବାର ବେଶ୍ ବୃଦ୍ଧି ପାଇଛି । ସରକାରୀ ଓ ବେସରକାରୀ ଅଫିସ କାମ ଅନ୍ଲାଇନ୍ରେ ହେଉଛି । ପାଠପଢ଼ାଠାରୁ ଚାକିରି ଆବେଦନ ପର୍ୟ୍ୟନ୍ତ ସବୁ ଅନ୍ଲାଇନ୍ ।ଏପରିକି କ୍ୟାସ୍ଲେସ୍ କାରବାର ପାଇଁ ଦେଣନେଣ
କାବୁଲ,୨୨/୬: ବୁଧବାର ଦିନ ସକାଳେ ଆଫଗାନିସ୍ତାନ ପୂର୍ବାଞ୍ଚଳରେ ସଂଘଠିତ ହୋଇଥିବା ଭୂମିକମ୍ପ ଯୋଗୁଁ ମୃତ୍ୟସଂଖ୍ୟା ସଂଖ୍ୟା ବଢ଼ିବାରେ ଲାଗିଛି ଜ୍ଝ ବର୍ତ୍ତମାନ ମୃତକଙ୍କ ସଂଖ୍ୟା ୧୦୦୦ରେ ପହଞ୍ଚିଥିବାବେଳେ ୧୫୦୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି ଜ୍ଝ ରିକ୍ଟର ସ୍କେଲରେ ଭୂକମ୍ପର
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ,୨୨/୬ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଁଗା ବ୍ଲକ୍ ସାରଙ୍ଗଗଡ ଠାରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଗୋଲକ କଅଁରଙ୍କ
ଭୁବନେଶ୍ବର, ୨୨/୬: ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ନିକଟତର ହୋଇ ଆସୁଥିବା ବେଳେ ମଙ୍ଗଳବାର ରାତିରେ NDA ନିଜର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମା ଘୋଷଣା କରିଥିଲା।NDA ପକ୍ଷରୁ
ବ୍ରହ୍ମପୁର, ୨୨/୬: ମାଛ ବୋଝେଇ ଟ୍ରକ୍ରେ ନିଆଁ ଲାଗିଛି। ଖୁସିର କଥା ହେଲା ଯେ, ଟ୍ରକର ଡ୍ରାଇଭର ଓ ହେଲପର ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି।କିନ୍ତୁ ଅଘଟଣର
ରାଉରକେଲା, ୨୨/ ୬: ସୁନ୍ଦରଗଡ଼ ଜିଲ୍ଲାର ଲହୁଣୀପଡ଼ା ଥାନାର ଖୁଟୁଗାଁ ଗ୍ରାମରେ ଘରୋଇ କଳିକୁ ନେଇ ବଡ଼ଭାଇ ଟାଙ୍ଗିଆ ଚୋଟରେ ସାନଭାଇର ମୃତ୍ୟୁ ହୋଇଛି।ଖୁଟୁଗାଁ ଗ୍ରାମର ବିଶୁ
ନୂଆଦିଲ୍ଲୀ,୨୧/୬: ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ଏନ୍ଡିଏ ରାଷ୍ଟ୍ରପତି ପାର୍ଥୀ ଘୋଷଣା ପରେ ‘ଜେଡ୍ ପ୍ଲସ୍’ ସୁରକ୍ଷ ମିଳିଛି । ମଙ୍ଗଳବାର ଦିନ ନୂଆଦିଲ୍ଲୀରେ ଅନୁଷ୍ଠିତ ବିଜେପି ସଂସଦୀୟ
ଭୁବନେଶ୍ୱର ୨୨/୬ : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ