Indus Valley Times

ଇଣ୍ଡସ୍ ଭ୍ୟାଲି ଟାଇମ୍ସ ସାମ୍ବାଦିକ ସୁକାନ୍ତ ମହାନ୍ତି ଉତ୍କର୍ଷ ସାମ୍ବାଦିକତା ଲାଗି ସମ୍ମାନିତ

 Breaking News

ଇଣ୍ଡସ୍ ଭ୍ୟାଲି ଟାଇମ୍ସ ସାମ୍ବାଦିକ ସୁକାନ୍ତ ମହାନ୍ତି ଉତ୍କର୍ଷ ସାମ୍ବାଦିକତା ଲାଗି ସମ୍ମାନିତ

September 19
19:38 2021

Indus Valley Times’ journalist felicitated for excellence in journalism

Report by Nalini Sahu
ଭୁବନେଶ୍ୱର, ତା ୧୯/୯: ଭୁବନେଶ୍ୱରରେ ସ୍ଥିତ ଶହୀଦ୍ ସ୍ପୋର୍ଟିଂ ପଡିଆରେ ଆଜି ଦିଲ୍ଲୀପ ତିର୍କୀ ଷ୍ଟାଡିୟମରେ “ଜୟ ମା ଭବାନୀ ଚାରି ଟେବୁଲ ଟ୍ରଷ୍ଟ” ପକ୍ଷରୁ ‘ଆମର ସାମାଜିକ ଦାୟିତ୍ୱବୋଧ’ ନାମକ ଏକ କର୍ମଶାଳା ଅନୁଷ୍ଟିତ ହୋଇଯାଇଛି ।
ଏଥିରେ ମୁଖ୍ୟ ଅତିଥିଭାବେ ଡଃ ହରପ୍ରସନ୍ନ ଦାସ ଓ ସମ୍ମାନୀତ ଅତିଥିଭାବେ ବରିଷ୍ଟ ସାମ୍ବାଦିକ ଶ୍ରୀ ଅକ୍ଷୟ କୁମାର ସାହୁ ଯୋଗଦେଇଥିଲେ । ଉଭୟ ସେବା ଓ ଦାୟିତ୍ୱ ବୋଧ ବିଷୟରେ ନିଜ ନିଜର ବକ୍ତବ୍ୟ ରଖିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସମ୍ବାଦ ପତ୍ର ଓ ଇଲୋଟ୍ରୋନିକ ଗଣମାଧ୍ୟମ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ପରିପେକ୍ଷରେ ସାମ୍ବାଦିକ ସୁକାନ୍ତ କୁମାର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଆଜିର ଏହି କାର୍ଯ୍ୟକ୍ରମର ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର, କୋଷାଧ୍ୟକ୍ଷ ଶ୍ରୀ ଉମାକାନ୍ତ ମିଶ୍ର ,ଉପଦେଷ୍ଟା ଲଲିତ ମୋହାନ ପଣ୍ଡାଙ୍କ ସମେତ ବହୁ କାର୍ଯ୍ୟକ ର୍ା ଯୋଗଦାନ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031