Indus Valley Times

ଭୋଗରାଇ ମାଟିରେ ଜନ୍ମ ଲାଭ କରିବା ମୋ ପାଇଁ ଅତ୍ୟନ୍ତ ଗର୍ବ ଆଉ ଗୌରବ: ବିଶିଷ୍ଟ ଶିକ୍ଷାବିତ ବିଦୁବେନ୍ଦୁ ପାତ୍ର

 Breaking News

ଭୋଗରାଇ ମାଟିରେ ଜନ୍ମ ଲାଭ କରିବା ମୋ ପାଇଁ ଅତ୍ୟନ୍ତ ଗର୍ବ ଆଉ ଗୌରବ: ବିଶିଷ୍ଟ ଶିକ୍ଷାବିତ ବିଦୁବେନ୍ଦୁ ପାତ୍ର

ଭୋଗରାଇ ମାଟିରେ ଜନ୍ମ ଲାଭ କରିବା ମୋ ପାଇଁ ଅତ୍ୟନ୍ତ ଗର୍ବ ଆଉ ଗୌରବ: ବିଶିଷ୍ଟ ଶିକ୍ଷାବିତ ବିଦୁବେନ୍ଦୁ ପାତ୍ର
March 18
08:53 2023

It’s proud to be born on the soil of Bhogarai: Educationist Bidubendu Patra
ସୁଦାମ କୁମାର ପାତ୍ରଙ୍କ ରିପୋର୍ଟ
ବାଲେଶ୍ୱର, ୧୮/୩: ବାଲେଶ୍ୱର ଜିଲ୍ଲାର ଭୋଗରାଇ ଠାରେ ରଘୁନାଥ ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ରଣସିଂହପୁର ଗ୍ରାମ ସ୍ଥିତ କନ୍ଥିଭଉଁରୀ ପଞ୍ଚାୟତ ରେ ଏକ ସମ୍ବର୍ଦ୍ଧନା ସଭା ଆୟଜନ ହୋଇଥିଲା । ଏଥିରେ ବିଶିଷ୍ଟ ଶିକ୍ଷାବିତ ତଥା ସାମାଜିକ କର୍ମୀ ଖନ୍ତlପଡl ସ୍ଥିତ ଏକାଧିକ ଇଞ୍ଜିିୟରିଙ୍ଗ୍ କଲେଜର ପ୍ରାଣ ପ୍ରତିଷ୍ଠାତା ବିଦୁବେନ୍ଦୁ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ସମାଜର ବିଭିନ୍ନ ବିଭାଗରେ କୃତିତ୍ବ ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରିଥିଲେ ।
ତାଙ୍କ ସହ ଅନ୍ୟାନ ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ଏହି ଭୋଗରାଇ ମାଟିରେ ଜନ୍ମ ଲାଭ କରିବା ମୋ ପାଇଁ ଅତ୍ୟନ୍ତ ଗର୍ବ ଆଉ ଗୌରବ ର କଥା ବୋଲି ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ।
ଈଶ୍ୱର କୃପା ଏବଂ ଭୋଗରାଇ ବାସୀଙ୍କ ଆଶୀର୍ବାଦ ମିଲିଲେ ମାତୃଭୂମୀ ର ସେବା କରିବା ପାଇଁ ମୁଁ ବଦ୍ଧପରିକର ବୋଲି ଖୁବ୍ ଦୃଢତାର ସହ ପ୍ରକାଶ କରିବା ସହିତ “ମୁଁ ଭୋଗରାଇର ଏବଂ ଭୋଗରାଇ ମୋର”ବୋଲି ପ୍ରକାଶ କରି ଉପସ୍ଥିତ ଜନତା ର ଶ୍ରଦ୍ଧାଭାଜନ ହୋଇଥିଲେ

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031